ଇସ୍ରାଏଲ ଜେଲରୁ ୬ ପାଲେଷ୍ଟାଇନ ଫେରାର
ଗିଲୱା: ଇସ୍ରାଏଲର ସବୁଠାରୁ ସୁରକ୍ଷିତ ଜେଲ ଗିଲୱାରେ ଅଛି । ତେବେ ସେଠାରୁ ୬ ଫିଲିସ୍ତାନୀ କୈଦୀ ପେରାର ହୋଇଯିବା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ଏମାନଙ୍କ ବିରୋଧରେ ହତ୍ୟା ଏବଂ ହତ୍ୟା ଉଦ୍ୟମ ପରି ଗୁରୁତ୍ୱପୂର୍ଣ୍ଣ ମାମଲା ରହିଥିଲା । ଏହି କୈଦୀମାନେ ଜେଲର ୱାଶ ବେସିନ ତଳୁ ସୁଡଙ୍ଗ…