Latest Odisha News

BREAKING NEWS

Kalinga Stadium: କଳିଙ୍ଗ ଷ୍ଟାଡ଼ିୟମରେ “ସାଇକେଲ ସହିତ ରବିବାର ” କାର୍ଯ୍ୟକ୍ରମର ଆୟୋଜନ

ଭୁବନେଶ୍ୱର: ଅଗଷ୍ଟ ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ସାରା ଦେଶରେ ପାଳିତ ହୋଇଛି ଜାତୀୟ କ୍ରୀଡ଼ା ଦିବସ(National Sports Day )। ଏହି ଅବସରରେ ଆଜି ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ, ଭାରତୀୟ ଖେଳ ପ୍ରାଧିକରଣ ଏବଂ ଓଡ଼ିଶା ସାଇକେଲିଂ ଆସୋସିଏସନ୍‌ର ମିଳିତ…

ସୁପ୍ରିମ କୋର୍ଟରେ ନିଯୁକ୍ତିର ବଡ଼ ସୁଯୋଗ, ଦରମା ଜାଣିଲେ ତାଜୁବ ହୋଇଯିବେ

ନୂଆଦିଲ୍ଲୀ: ଭାରତର ସୁପ୍ରିମ କୋର୍ଟରେ କୋର୍ଟ ମାଷ୍ଟର ପଦ ପାଇଁ ନିଯୁକ୍ତି ବାହାରିଛି। ଏହା ପାଇଁ ସୁପ୍ରିମ କୋର୍ଟ ଏକ ବିଜ୍ଞପ୍ତି ଜାରି କରିଛି। ଯୋଗ୍ୟ ପ୍ରାର୍ଥୀମାନେ ଏହି ପଦ ପାଇଁ ଆବେଦନ କରିପାରିବେ। କୋର୍ଟ ମାଷ୍ଟର ପଦ ପାଇଁ ବୟସ ସୀମା ୩୦ରୁ ୪୫ ବର୍ଷ ରହିଛି। ବିଜ୍ଞପ୍ତି ଅନୁସାରେ,…

ଓଡିଶା ପ୍ରୋ ଟି୨୦ ଲିଗ: ବ୍ରେଟ ଲୀ, ଦେବାଶିଷ ବ୍ରାଣ୍ଡ ଆମ୍ବାସଡର

ଭୁବନେଶ୍ୱର: ଓଡିଶା ପ୍ରୋ ଟି୨୦ ଲିଗ କ୍ରିକେଟ ପାଇଁ ଓସିଏ ବ୍ରାଣ୍ଡ ଆମ୍ବାସଡରଙ୍କ ନାମ ଘୋଷଣା କରିଛି । ରବିବାର ଅଷ୍ଟ୍ରେଲିଆର ପୂର୍ବତନ ମହାନ ପେସ ବୋଲର ବ୍ରେଟ ଲୀ ଏବଂ ଓଡିଶା ତଥା ଭାରତର ପୂର୍ବତନ ବୋଲର ଦେବାଶିଷ ମହାନ୍ତି ଏହି ଲିଗର ବ୍ରାଣ୍ଡ ଆମ୍ବାସଡର ହେବେ ବୋଲି ଓସିଏ ପକ୍ଷରୁ ଘୋଷଣା…

କଳାବଜାରୀ/ନକଲି ସାର ନେଇ ୧୨୦୨ ଖୁଚୁରା ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟକୁ ସାର ଯୋଗାଣସ୍ଥିତି ତ୍ୱରାନ୍ୱିତ କରାଯାଇଛି। ସରକାରୀ ତଥ୍ୟ ଅନୁଯାୟୀ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ଅଛି। ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ୨୦୨୫ ପାଇଁ ୫୮.୫୦ ଲକ୍ଷ ହେକ୍ଟର ଖରିଫ…

ବିନା ନେଟୱାର୍କରେ ଏହି ଫୋନରେ ହେବ କଲିଂ: ମିଳିବ ଦମଦାର AI ଫିଚର, ଖୁବ ଶୀଘ୍ର ହେଉଛି ଲଞ୍ଚ

ନୂଆଦିଲ୍ଲୀ: ଟେକ୍ନୋ ଭାରତୀୟ ବଜାରରେ ତାର ପୋଭା ସିରିଜ୍‌ର ଏକ ନୂଆ ସ୍ମାର୍ଟଫୋନ୍‌ Tecno Pova Slim 5G ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି। କମ୍ପାନୀ ଏଥିପାଇଁ ଫ୍ଲିପକାର୍ଟରେ ଏକ ସ୍ବତନ୍ତ୍ର ଲ୍ୟାଣ୍ଡିଂ ପେଜ୍‌ ମଧ୍ୟ ଲାଇଭ୍‌ କରିଛି, ଯେଉଁଥିରେ ଏହାର ଡିଜାଇନ୍‌ ଏବଂ କିଛି ଖାସ୍‌ ଫିଚର୍‌…

ଏସିଆ କପ କ୍ରିକେଟରେ ଗୁରୁତ୍ୱପୂର୍ଣ୍ଣ ରହିବ ଅଲରାଉଣ୍ଡରଙ୍କ ଭୂମିକା

ନୂଆଦିଲ୍ଲୀ: ଏସିଆ କପ ୨୦୨୫ କ୍ରିକେଟ ଏଥର ଟି୨୦ ଫର୍ମାଟରେ ୟୁଏଇରେ ଖେଳାଯିବ । ଏଥିପାଇଁ ସମସ୍ତ ଟିମ ପ୍ରସ୍ତୁତ ରହିଛନ୍ତି । ୟୁଏଇ ପିଚ ଉଭୟ ବୋଲର ଓ ବ୍ୟାଟ୍ସମ୍ୟାନଙ୍କୁ ସୁହାଇଥାଏ । ଭାରତୀୟ ଟିମରେ ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଶିବମ ଦୁବେ ଓ ଅଭିଷେକ ଶର୍ମାଙ୍କ ପରି ଅଲରାଉଣ୍ଡର…

କ୍ରୁଟ୍‌ର ବିଭିିନ୍ନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଡିଜିଟାଲ ଟିକେଟିଂରେ ମିଳିବ ରିହାତି…

ଭୁବନେଶ୍ୱର: ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ସେବାର ଶୁଭାରମ୍ଭ କରିଛନ୍ତି। ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅନ୍ତର୍ଗତ କ୍ୟାପିଟାଲ ରିଜନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଆମବସ୍ ସେବାରେ ସାଧାରଣ ଯାତ୍ରୀଙ୍କ ପାଇଁ ବିଭିନ୍ନ ସୁବିଧାମୂଳକ ସେବା…

Hockey Asia Cup 2025:ଘରୋଇ ଗ୍ରାଉଣ୍ଡରେ ବିଜୟ ଧାରା ବଜାୟ ରଖିଲା ଭାରତ

ଭୁବନେଶ୍ବର: ଅଧିନାୟକ ହରମନପ୍ରୀତ ସିଂ (5',46')ଙ୍କ ଦୁଇଟି ଗୋଲ ବଳରେ ଭାରତ ପୁରୁଷ ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ଦ୍ବିତୀୟ ବିଜୟ ହାସଲ କରିଛି । ରବିବାର ପୁଲ ଏରେ ଜାପାନକୁ ୩-୨ ଗୋଲରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଭାରତର ଏହା କ୍ରମାଗତ ଦ୍ୱିତୀୟ ବିଜୟ । ହରମନପ୍ରୀତ ମ୍ୟାଚର ୫…

ଜମାକାରୀଙ୍କ ଟଙ୍କା ଆତ୍ମସାତ ଅଭିଯୋଗରେ ବନ୍ଧା ହେଲେ ପୋଷ୍ଟମାଷ୍ଟର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅଧୀନସ୍ଥ ଅନ୍ଧାରୀ ଶାଖା ଡାକଘରେ ଜମାକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ପୋଷ୍ଟମାଷ୍ଟରଙ୍କୁ ଗିରଫ କରାଯାଇଛି। ସୁନିତା ସାହୁ ନାମକ ଜଣେ ଜମାକାରୀଙ୍କ ଅଜାଣତରେ ଆକାଉଣ୍ଟରୁ ୧୦,୦୦୦ ଟଙ୍କା ଉଠାଯାଇଥିବା ଦେଖି ସେ ଏହା…

ଡ୍ରିମ ୧୧ ପରେ କିଏ ହେବ ବିସିସିଆଇର ଜର୍ସି ସ୍ପନଶର

ନୂଆଦିଲ୍ଲୀ: ଅନଲାଇନ ଗେମିଂ ନେଇ ସରକାର କଡା ପଦକ୍ଷେପ ଗ୍ରହଣ କରିବା ପରେ ଡ୍ରିମ ୧୧ ବିସିସିଆଇର ସ୍ପନଶର ପଦରୁ ଓହରି ଯାଇଛି । ଯାହାକି ବୋର୍ଡ ପାଇଁ ସମସ୍ୟା ସୃଷ୍ଟି କରିଛି । ୨୦୨୫ରୁ ୨୮ ପର୍ଯ୍ୟନ୍ତ ଏକ ନୂତନ ଜର୍ସି ସ୍ପନଶର ଖୋଜା ଚାଲିଛି । ଏଥିପାଇଁ ନୂତନ ସ୍ପନଶରଙ୍କୁ ୪୫୦ କୋଟି ଟଙ୍କା…