ଆଇସିସି ଟି୨୦ ବିଶ୍ୱକପ ୨୦୨୬: ୧୫୦୦ କୋଟିରୁ ଊର୍ଦ୍ଧ୍ୱ ଆୟ
ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ରେ ଭାରତ ଚାମ୍ପିୟନ ହୋଇଛି । ରେକର୍ଡ ତୃତୀୟ ଓ କ୍ରମାଗତ ଦ୍ୱିତୀୟ ଥର ପାଇଁ ଭାରତ ଟାଇଟଲ ହାସଲ କରିଛି । ଆଇସିସି ଓ ଏହା ସହିତ ଜଡିତ ବ୍ରାଣ୍ଡମାନେ ମଧ୍ୟ ବେଶ ଫାଇଦାରେ ରହିଛନ୍ତି । ଏକ ରିପୋର୍ଟ ମୁତାବକ ଏହି ବିଶ୍ୱକପରେ ବିଜ୍ଞାପନ ଏବଂ ଅନ୍ୟ ବାବଦକୁ ୧୫୦୦…