କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କୁ ହତ୍ୟା ଧମକ;’୨୦ ଜୁଲାଇରେ ବୋମା ପକାଇ ଉଡ଼ାଇ ଦେବୁ’
ପାଟନା: କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କୁ ମିଳିଲା ହତ୍ୟା ଧମକ। ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାସୱାନଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ହତ୍ୟା ଧମକ ମିଳିଛି। ଏହି ଗମ୍ଭୀର ଘଟଣାର ଏକ ରିପୋର୍ଟ ପାଟନାର ସାଇବର ପୋଲିସ ଷ୍ଟେସନରେ ଦାଖଲ କରାଯାଇଛି। ଏହା ପରେ,…