ହୁସିଆର! ମିଳିଛି ମହାବଳର ପଞ୍ଝା ଚିହ୍ନ…ରାତିରେ ଜଙ୍ଗଲ ଭିତରକୁ ଯାଆନ୍ତୁ ନାହିଁ
ଅନୁଗୁଳ: ଦେବଗଡ ପରେ ଅନୁଗୁଳ ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ବାଘ। ଛେଣ୍ଡିପଦା ନିକଟସ୍ଥ କଙ୍କୁରପାଳ ଗାଁ ନିକଟରେ ଗତକାଲି ଦେଖିବାକୁ ମିଳିଛି ବାଘର ପଞ୍ଝା ଚିହ୍ନ। ଏହି ପାଦ ଚିହ୍ନ ଛେଣ୍ଡିପଦା ଓ ପାଟକୁଣ୍ତା ଜଙ୍ଗଲରେ ଦେଖିବାକୁ ମିଳିଛି। ପାଦ ଚିହ୍ନକୁ ନେଇ ବନବିଭାଗ ଛାନଭିନ୍ ଆରମ୍ଭ…