Latest Odisha News

BREAKING NEWS

ଅର୍ଣ୍ଣବଙ୍କୁ ମିଳିଲାନି ଅନ୍ତରୀଣ ଜାମିନ

ମୁମ୍ବାଇ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲାନି ଅନ୍ତରୀଣ ଜାମିନ । ଜାମିନ ଦେବାକୁ ବମ୍ବେ ହାଇକୋର୍ଟ ସୋମବାର ଅଗ୍ରାହ୍ୟ କରିଦେଇଛନ୍ତି । ଜଷ୍ଟିସ୍ ଏସ୍ ସିନ୍ଦେ ଏବଂ ଏମ୍.ଏସ୍ କର୍ଣ୍ଣିକଙ୍କୁ ନେଇ ଗଠିତ ବେଞ୍ଚ ସୋମବାର ଏହି ଶୁଣାଣି କରିଛନ୍ତି।…

ରାଷ୍ଟ୍ରପତି କାର୍ଯ୍ୟାଳୟ ଛାଡିବା ପୂର୍ବରୁ ଚୀନ ବିରୋଧରେ ଟ୍ରମ୍ପ ବଡ କାର୍ଯ୍ୟାନୁଷ୍ଠାନ ନେବେ !

ୱାଶିଂଟନ:ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆସି ଯାଇଛି । ଡେମୋକ୍ରେଟିକ ପାର୍ଟିର ଜୋ ବାଇଡେନ ବିଜୟୀ ହୋଇଛନ୍ତି । ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟରେ ପ୍ରକାଶିତ ଖବର ଅନୁସାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଟିଏ ତୀରରେ ଦୁଇଟି ଶୀକାର କରିବା ଲକ୍ଷ୍ୟରେ ରହିଛନ୍ତି । ରାଷ୍ଟ୍ରପତି…

୧୩ ବିଦେଶୀ ପକ୍ଷୀଙ୍କ ମୃତଦେହ ଉଦ୍ଧାର; ୨ ଶିକାରୀ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଫରେଷ୍ଟ ଡିଭିଜନର ଅଧିକାରୀମାନେ ସୋମବାର ଦିନ ଚିଲିକା ହ୍ରଦ ନିକଟ ଭୁସଣ୍ଡାପୁର ଅଞ୍ଚଳରୁ ଦୁଇଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ଏଥିସହିତ ସେମାନଙ୍କ ନିକଟରୁ ୧୩ଟି ବିଦେଶୀ ପକ୍ଷୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ଶୀତଦିନ ଆରମ୍ଭ…

ଏଣିକି ପ୍ରତିଦିନ ୯ ମିନିଟ୍ ଘଣ୍ଟ ବାଡେଇ ପ୍ରତିବାଦ

ଭୁବନେଶ୍ୱର: କରୋନା ପାଇଁ ଶ୍ରୀମନ୍ଦିର ସମେତ ବନ୍ଦ ରହିଛି ରାଜ୍ୟର ସବୁ ମନ୍ଦିର । ଭକ୍ତ ଶୂନ୍ୟ ହୋଇପଡିଛି ଧର୍ମପୀଠ । ଭକ୍ତଙ୍କୁ ମନ୍ଦିର ଦୁଆର ମନା ହୋଇଛି । ମନ୍ଦିର ଖୋଲିବାକୁ ଦୀର୍ଘ ଦିନର ଦାବି, ଗୁହାରୀ ସତ୍ତ୍ୱେ ଶୁଣୁନି ପ୍ରଶାସନ। ଏପରି ସମୟରେ ମନ୍ଦିର ଆଗରେ ଘଣ୍ଟ ବଜାଇ ପ୍ରତିବାଦ…

ମାସ୍କ ପିନ୍ଧିବାକୁ ଆମେରିକାବାସୀଙ୍କୁ ନିବେଦନ କଲେ କମଲା ହାରିସ୍‌

ନୂଆଦିଲ୍ଲୀ: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭୂତାଣୁ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଛି। କରୋନା ଭୂତାଣୁ ସଂକ୍ରମଣର ମାମଲା ଦିନକୁ ଦିନ ଦ୍ରୁତ ଗତିରେ ବଢି ଚାଲିଛି। ସର୍ବାଧିକ କରୋନା ପ୍ରଭାବିତ ଦେଶ ଆମେରିକାରେ ପ୍ରତିଦିନ ୧ ଲକ୍ଷ ୨୦ ହଜାରରୁ ଅଧିକ ନୂତନ କରୋନା…

କୋଭିଡରୁ ସୁସ୍ଥ ହୋଇ ୩ ଥର ପ୍ଲାଜମା ଦାନ କଲେ ଗଞ୍ଜାମର ଏହି ବ୍ୟକ୍ତି

ବ୍ରହ୍ମପୁର: ଗଞ୍ଜାମର ଜଣେ ବ୍ୟକ୍ତି ପ୍ରଥମ କୋଭିଡ ଯୋଦ୍ଧା ଭାବେ ତିନି ଥର ପ୍ଲାଜମା ଦାନ କରିିଛନ୍ତି । ତାଙ୍କର ଏଭଳି କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପ୍ରଶଂସା କରିଛନ୍ତି । ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ଏନ୍ ଡମ୍ବୁରୁ ରେଡ୍ଡୀ ଏବଂ ସେ ରଙ୍ଗେଇଲୁଣ୍ଡା ବ୍ଲକ୍ ର…

ବିଗ ବାସ୍କେଟର ଡାଟାବେସରୁ ୨ କୋଟି ୟୁଜର୍ସଙ୍କ ଡାଟା ଚୋରି

ନୂଆଦିଲ୍ଲୀ: ଗ୍ରୋସରୀ କମ୍ପାନୀ ବିଗ୍ ବାସ୍କେଟ ଡାଟାବେସରୁ ହ୍ୟାକରମାନେ ୧୫ଜିିବି ଫାଇଲ ଚୋରି କରିଛନ୍ତି । ଏଥିଯୋଗୁ ଅନଲାଇନରେ ୨କୋଟି ୟୁଜର୍ସଙ୍କ ଗୁପ୍ତ ତଥ୍ୟ ଲିକ୍ ହୋଇଛି । ସାଇବର ଇଂଟେଲଜେନ୍ସ କମ୍ପାନୀ ସାଇବେଲ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି । ବିଗ୍ ବାସ୍କେଟ ବାଙ୍ଗାଲୋର…

ଉତ୍ସବ ସମୟରେ ‘‌ଭୋକାଲ୍‌ ଫର୍‌ ଲୋକାଲ୍’‌ ମନ୍ତ୍ରକୁ ଗୁରୁତ୍ୱ ଦେବାକୁ କେନ୍ଦ୍ର ସରକାରଙ୍କ ଆବେଦନ

ନୂଆଦିଲ୍ଲୀ: କରୋନା ସଙ୍କଟ କାଳରେ ଏଥର କେନ୍ଦ୍ର ସରକାର ପକ୍ଷରୁ ଏକ ସ୍ୱତନ୍ତ୍ର ଆବେଦନ କରାଯାଇଛି। ଦୀପାବଳି ପର୍ବ ସମୟରେ ସ୍ଥାନୀୟ ଉତ୍ପାଦଗୁଡ଼ିକ କ୍ରୟ କରିବା ପାଇଁ ଲଗାତାର୍‌ ଭାବେ ଅପିଲ କରାଯାଉଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ଅନ୍ୟ କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ…

ଏଥର ଅଯୋଧ୍ୟାରେ ପାଳନ ହେବ ସ୍ୱତନ୍ତ୍ର ଦୀପାବଳି; ଅନ୍‌ଲାଇନ୍‌ରେ ‘ଅଯୋଧ୍ୟା ଦୀପୋତ୍ସଭ’ରେ ଭାଗ ନେଇ…

ନୂଆଦିଲ୍ଲୀ: ଏଥର ଦୀପାବଳି ଅଯୋଧ୍ୟାରେ ସ୍ୱତନ୍ତ୍ର ହେବାକୁ ଯାଉଛନ୍ତି। ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ପରେ ପ୍ରଥମ ଥର ପାଇଁ ଅଯୋଧ୍ୟାରେ ଦୀପାବଳି ପାଳନ କରାଯିବ। କରୋନା ସଙ୍କଟ ମଧ୍ୟରେ, ଏହି ପର୍ବ ପାଳନ କରାଯାଉଛି। ଏହା ମଧ୍ୟରେ ବହୁତ କିଛି ଡିଜିଟାଲ୍ ହୋଇଯାଇଛି। ଏଥର 'ଅଯୋଧ୍ୟା…

କାଲି ଆସିବ ଉପନିର୍ବାଚନ ଫଳାଫଳ, ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି

ଭୁବନେଶ୍ୱର: କାହା ଦଖଲରେ ଯିବ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନ । କାଲି ଜଣାପଡିବ ସ୍ପଷ୍ଟ ଚିତ୍ର । ଏ ଦୁଇଟି ଆସନରେ ଆସନ୍ତାକାଲି ଭୋଟ ଗଣତି ହେବ । ତେବେ ଏହା ପୂର୍ବରୁ ପ୍ରଶାସନ ପକ୍ଷରୁ ଚୂଡାନ୍ତ ପ୍ରସ୍ତୁତି କରାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ସୂଚନା…