Latest Odisha News

BREAKING NEWS

ରାଜଧାନୀର ଏକ ହୋଟେଲ୍ ୱାଶରୁମରୁ ଜବତ ହେଲା ସିିସିଟିଭି କ୍ୟାମେରା !

ଭୁବନେଶ୍ୱର: ରାଜଧାନୀର ଏକ ହୋଟେଲରେ ଥିବା ୱାଶରୁମ ମଧ୍ୟରୁ ଖଞ୍ଜା ଯାଇଥିବା ସିିସିଟିଭି କ୍ୟାମେରା ଜବତ ହୋଇଛି । ଆଇଆରସି ଭିଲେଜରେ ଥିବା ଏକ ହୋଟେଲରେ ଏହା ଥିବା କୌଣସି ସୂତ୍ରରୁ ଜାଣିପାରି ନୟାପଲ୍ଲୀ ପୋଲିସ ହୋଟେଲ ଉପରେ ଚଢଉ କରିଥିଲେ । ଭୁବନେଶ୍ୱର ଆଇଆରସି ଭିଲେଜ ଅନ୍ତର୍ଗତ ସାଇ…

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଉଦଘାଟିତ ହେଲା ‘ସେଣ୍ଟର ଫର୍ ଜେଣ୍ଡର୍ ରିସର୍ଚ୍ଚ’

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିସରରେ ଶୁକ୍ରବାର ଦିନ ଛାତ୍ରଛାତ୍ରୀଙ୍କ ଉତ୍ତୋରତର ଗବେଷଣା ଲାଗି ‘ସେଣ୍ଟର ଫର୍ ଜେଣ୍ଡର୍ ରିସର୍ଚ୍ଚ’ ଉଦଘାଟିତ ହୋଇଛି । ଏହି ରିସର୍ଚ୍ଚ ସେଣ୍ଟରଟି ପ୍ରଖ୍ୟାତ ସମାଜସେବୀ, ରାଜନୀତିଜ୍ଞ, ସୁ ଲେଖିକା ତଥା ସ୍ୱାଧୀନତା ସଂଗ୍ରାମୀ ସରଳା ଦେବୀଙ୍କ…

ଭୁବନେଶ୍ୱରରୁ ଗିରଫ ହେଲେ ଚିଟଫଣ୍ଡ ସଂସ୍ଥା ମୁଖ୍ୟ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଚିଟଫଣ୍ଡ ସଂସ୍ଥା ଶାସ୍ତ୍ରୀ ଏଣ୍ଟରପ୍ରାଇଜେସର ଡାଇରେକ୍ଟର ମଲିକାର୍ଜୁନ ରାଜୁଙ୍କୁ ଶୁକ୍ରବାର ଦିନ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା( ଇଓଡବ୍ଲୁ) ଗିରଫ କରିଛି । ମଲିକାର୍ଜୁନଙ୍କୁ ଗିରଫ କରିବା ପୂର୍ବରୁ 'ଇଓଡବ୍ଲୁ' ଏହି ସଂସ୍ଥାର ୪ ଜଣଙ୍କୁ ଗିରଫ…

ଠିକାକର୍ମଚାରୀଙ୍କ ବେତନର ଦାୟିତ୍ୱ ‘ବିଏସଏନଏଲ’ ଓ ‘ଏମଟିଏନଏଲ’ର ନୁହେଁ : ଟେଲିକମ…

ଭୁବନେଶ୍ୱର: ବିଏସଏନଏଲ ଓ ଏମଟିଏନଏଲରେ କାମ କରୁଥିବା ଠିକା କର୍ମଚାରୀଙ୍କ ଚିନ୍ତା ସେମାନଙ୍କୁ ନିଜକୁ କରିବାକୁ ପଡିବ ବୋଲି ଗୁରୁବାର ଦିନ ସଂସଦରେ ଆଇଟି ଓ ଟେଲିକମ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ଯେ, ଏହି ଦୁଇ କମ୍ପାନୀ ରେ ଯେଉଁ କର୍ମଚାରୀ ଠିକାରେ…

ଝାଡ଼ଖଣ୍ଡ ନିର୍ବାଚନ: କେତେକ ପ୍ରମୁଖ ପ୍ରାର୍ଥୀ ଓ ଆସନ ସମ୍ପର୍କରେ ଜାଣନ୍ତୁ…

ଋାଞ୍ଚି: ଝାଡ଼ଖଣ୍ଡରେ ଆସନ୍ତାକାଲି ୧ମ ପର୍ଯ୍ୟାୟ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି । ରାଜ୍ୟର ୮୧ଟି ବିଧାନସଭା ଆସନ ମଧ୍ୟରୁ ୧ମ ପର୍ଯ୍ୟାୟ ନିର୍ବାଚନରେ ଶନିବାର ଦିନ ୧୩ଟି ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତାକାଲି ଅର୍ଥାତ ଶନିବାର ଦିନ ଯେଉଁ ୧୩ଟି ଆସନରେ…

‘ଦକ୍ଷିଣ ଏସୀୟ କ୍ରୀଡା’ ପାଇଁ ଜାତୀୟ ମହିଳା ଫୁଟବଲ ଦଳରେ ସାମିଲ ହେଲେ ଓଡ଼ିଆ ଝିଅ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୧ ତାରିଖରେ ନେପାଳ ଠାରେ ଅନୁଷ୍ଠିତ ହେବାକୁ ଥିବା 'ଦକ୍ଷିଣ ଏସୀୟ କ୍ରୀଡା' ପାଇଁ ୨୦ ଜଣିଆ ଜାତୀୟ ମହିଳା ଦଳରେ ସାମିଲ ହୋଇଛନ୍ତି ଓଡ଼ିଆ ଝିଅ ଜବାମଣି ଟୁଡୁ। ଜବାମଣି ୨୦୧୫ ମସିହାରେ ୧୬ ବର୍ଷରୁ କମ ଏସିଆନ ଫୁଟବଲ କନଫେଡେସନ (ଏଏଫସି)ରେ ଭାରତର…

ସୁପର ସ୍ପେଶାଲିଟି ହସ୍ପିଟାଲ୍ ଦାବିକରି ପାରାଦୀପରେ ମାନବ ଶୃଙ୍ଖଳ

ପାରାଦୀପ: ପାରାଦୀପସ୍ଥ ଭୂତମୁଣ୍ଡାଇ ନିକଟରେ ଏକ ସୁପର ସ୍ପେଶାଲିଟି ହସ୍ପିଟାଲ ଓ ମେଡିକାଲ କଲେଜ ନିର୍ମାଣ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଞ୍ଚଳିକ ସୁରକ୍ଷା ସମିତି। ପ୍ରାପ୍ତ ସୂଚନାନୁଯାୟୀ, ସମିତି ପକ୍ଷରୁ ପାଖାପାଖି ୧୮ କିଲୋମିଟର ତଥା ଭୂତମୁଣ୍ଡାଇ ଠାରୁ ପାରାଦୀପ ଅତିରିକ୍ତ…

ସ୍ୱାସ୍ଥ୍ୟ ପାଇଁ ସଞ୍ଜିବନୀ ଘିଁକୁଆରୀ !

ଭୁବନେଶ୍ୱର: ଘିଁକୁଆରୀ (ଆଲୋବେରା) ଔଷଧୀୟ ଗୁଣରେ ଭରପୂର ହୋଇଥାଏ। ଘିଁକୁଆରୀର ଜେଲ୍ ଏବଂ ଏହାର ରସ ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଶରୀର ସମସ୍ତ ଅସୁବିଧାର ସମାଧାନ ଏହା ନିକଟରେ ଥିବାରୁ ଏହାକୁ ସ୍ୱାସ୍ଥ୍ୟର ସଞ୍ଜିବନୀ ବୋଲି କୁହାଯାଏ । ଆସନ୍ତୁ ଜାଣିବା ଘିଁକୁଆରୀର…

କଲ୍ ଡ୍ରପରୁ ମିଳିବ ମୁକ୍ତି; ଏଆରଟେଲ ଆଣୁଛି ‘ଭଏସ ଓଭର ୱାଇଫାଇ’ ସେବା

ଭୁବନେଶ୍ୱର: ଟେଲିକମ୍ କମ୍ପାନୀ ଭାରତୀ ଏଆରଟେଲ ଡ଼ିସେମ୍ବର ମାସରେ ଆଣୁଛି 'ଭଏସ ଓଭର ୱାଇଫାଇ ସେବା' । ଏହିସେବା ଦ୍ୱାରା ଗ୍ରାହକ ମାନେ ଘରଭିତରେ ବା ବାହାରେ ଉତ୍ତମ ଗୁଣବତ୍ତା କଲ କରିପାରିବାର ସକ୍ଷମ ହେବେ । ଏହି ସେବାକୁ କମ୍ପାନୀ ତାର କର୍ମଚାରୀଙ୍କ ଦ୍ୱାରା ପରୀକ୍ଷଣ କରିସାରିଛି ।…

ଡିସେମ୍ବର ୧ରୁ ‘କୋଣାର୍କ ମହୋତ୍ସବ’ ଆରମ୍ଭ; ଦେଖିବାକୁ ମିଳିବ ବାଲିନିଜ୍ ନୃତ୍ୟ

ଭୁବନେଶ୍ୱର: ଓଡିଶାର ଅନ୍ୟତମ କୀର୍ତ୍ତିରାଜୀ କୋଣାର୍କରେ ଆରମ୍ଭ ହେବାକୁ ଯାଉଛି ଦୁଇ ଦୁଇଟି ମହୋତ୍ସବର ମହାସମାରୋହ । ‘କୋଣାର୍କ ମହୋତ୍ସବ’ ଓ ‘ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ’ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ‘କୋଣାର୍କ…