Latest Odisha News

BREAKING NEWS

ବାହା ହେବାକୁ ସଜବାଜ ହେଲେଣି ଅଭିନେତା ଶାହିର୍‌

ନୂଆଦିଲ୍ଲୀ: ନିକଟରେ ଅଭିନେତା ଶାହିର ଶେଖ୍‌ ସୋସିଆଲ ମିଡିଆରେ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ବଡ଼ ବୟାନ ଦେଇଛନ୍ତି। ଶାହିର ଗର୍ଲଫ୍ରେଣ୍ଡ୍‌ ରୁଚିକା କପୁରଙ୍କ ସହ ଏକ ଫଟୋ ସେୟାର କରି ପ୍ରଶଂସକମାନଙ୍କୁ କହିଛନ୍ତି ଯେ ଦୁହେଁ ଡେଟିଂ କରୁଛନ୍ତି। ଏବେ ଖବର ଆସିଛି ଯେ ଏହି ସୁନ୍ଦର ଦମ୍ପତି ଖୁବ୍…

୧୦ ଦିନ ପାଇଁ ବର୍ଷା ଘର ଛାଡନ୍ତୁ: ଅନୁଭବଙ୍କ ମାଆ

କଟକ: ଓଲିଉଡର ଚର୍ଚ୍ଚିତ ଯୋଡି ତଥା ଅଭିନେତାରୁ ସାଂସଦ ପାଲଟିଥିବା ଅନୁଭବ ଓ ତାଙ୍କ ପତ୍ନୀ ବର୍ଷାଙ୍କୁ ନେଇ ପୁଣି ଏକ ଖବର ସାମ୍ନାକୁ ଆସିଛି । ପ୍ରାପ୍ତ ସୂଚନାନୁଯାୟୀ, ଅନୁଭବଙ୍କ ମା’ ପୁରୀଘାଟ ଥାନାରେ ବର୍ଷାଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ କଟକ ସ୍ଥିତ…

ମା ହେବେ କି ୟୁଭିକା?

ନୂଆଦିଲ୍ଲୀ: ଅଭିନେତ୍ରୀ ୟୁଭିକା ଚୌଧୁରୀ ଏବଂ ପ୍ରିନ୍ସ ନରୁଲା ଟେଲିଭିଜନ ଜଗତର ଲୋକପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ। ତେବେ ୟୁଭିକା ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଗୋଲାପୀ ଅନାରକଲ୍ଲୀ ସୁଟ ପିନ୍ଧିଛନ୍ତି। ଏହା ଦେଖି ଅନେକ ପ୍ରଶଂସକ ଅନୁମାନ…

୮ ମାସ ପରେ ପୁଣି ଆରମ୍ଭ ହେଉଛି ‘ଏଲ୍‌ଏଲ୍’ ପାଇଁ ସ୍ଲଟ୍‌ ବୁକିଂ, ଜାଣନ୍ତୁ କେବେଠୁ

ଭୁବନେଶ୍ୱର: ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଥରେ ଡ୍ରାଇଭିଂ ଲର୍ଣ୍ଣର ଲାଇସେନ୍ସ (ଏଲ୍‌ଏଲ୍‌) ପାଇଁ ସ୍ଲଟ୍‌ ବୁକିଂ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ସୂଚନାନୁସାରେ, ନଭେମ୍ବର ୧୨ ତାରିଖରୁ ଲର୍ଣ୍ଣର ଲାଇସେନ୍ସ ପାଇଁ ସ୍ଲଟ୍‌ ବୁକିଂ କରିହେବ ବୋଲି ରାଜ୍ୟ ପରିବହନ କମିସନରଙ୍କ…

ଫିଲ୍ମ ‘ବେଲ୍‌ ବଟମ୍‌’ରେ ନଜର ଆସିବେନି ନୋରା!‌

ନୂଆଦିଲ୍ଲୀ: ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର 'ବେଲ ବଟମ୍'କୁ ନେଇ ଜବରଦସ୍ତ ଗୁଜବ ଶୁଣିବାକୁ ମିଳୁଛି। ଫିଲ୍ମର ଅନେକ ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏବଂ ଏହି ଫିଲ୍ମ ପାଇଁ ଦର୍ଶକଙ୍କ ଉତ୍ସାହ  ମଧ୍ୟ ବଡୁଥିବା ଦେଖିବାକୁ ମିଳିଛି। ନିକଟରେ ଖବର ଆସିଥିଲା ​​ଯେ…

କର୍ତ୍ତବ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ ହେଲେ କୋଣାର୍କ ଥାନା ଏସ୍‌ଆଇ

କୋଣାର୍କ: କର୍ତ୍ତବ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ ହୋଇଛନ୍ତି କୋଣାର୍କ ଥାନା ଏସଆଇ ଦିଲ୍ଲୀପ କୁମାର ବେହେରା।ସୂଚନାନୁସାରେ, ବିଭିନ୍ନ ସମୟରେ ପୁଲିସ ସେବା ନିୟମର ଖୋଲା ଉଲ୍ଲଂଘନ ସାଙ୍ଗକୁ ସାଧାରଣ ଜନତାଙ୍କ ଉପରେ ଅତ୍ୟାଚାର ଅଭିଯାଗରେ ପୁରୀ ଏସ୍‌ପି ଅଖିଳେଶ୍ୱର ସିଂ କୋଣାର୍କ ଥାନାରେ…

ପୁଣି ଉପରମୁଁହା କରୋନା ଗ୍ରାଫ; ୨୪ ଘଣ୍ଟାରେ ୪୭ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ବିଗତ କିଛିଦିନ ହେବ ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ଅବଗତି ନଜର ଆସିଥିବା ବେଳେ ପୁଣି ଥରେ ଏହି ଗ୍ରାଫ ଉପରମୁଁହା ହୋଇଥିବା ଦେଖୁବାକୁ ମିଳିଛି। ଗତକଲି ୫୦ ହଜାରର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବିଗତ ୨୪ ଘଣ୍ଟାରେ ଏହି ସଂଖ୍ୟା ହ୍ରାସ ପାଇଛି ।…

ଖୁବ୍‌ ଶୀଘ୍ର ତାମିଲ୍‌ ଫିଲ୍ମରେ ନଜର ଆସିବେ ଅଭିନେତା ପରେଶ ରାୱଲ୍

ନୂଆଦିଲ୍ଲୀ: ଅଭିନେତା ତଥା ଲୋକସଭା ସଦସ୍ୟ ପରେଶ ରାୱଲଙ୍କୂ ଖୁବ ଶୀଘ୍ର ଏକ ତାମିଲ ଚଳଚ୍ଚିତ୍ର "ସୋରାଇ ପୋଟ୍ରୁ" ରେ ଦେଖିବାକୁ ମିଳିବ।  ଆତ୍ମ-ନିର୍ଭରଶୀଳ ଭାରତର ନୀତି ପ୍ରତିଫଳିତ ଏକ ବାସ୍ତବ ଜୀବନର କାହାଣୀ ଉପରେ ଏହି ଚଳଚ୍ଚିତ୍ରଟି ପର୍ଯ୍ୟବସିତ। ତାମିଲ ଚଳଚ୍ଚିତ୍ରର ସୁପରଷ୍ଟାର…

ସନ୍ଦେହଜନକ ଅବସ୍ଥାରେ ମିଳିଲା ବିଡ଼ିଓଙ୍କ ପତ୍ନୀଙ୍କ ମୃତଦେହ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆର ବିଡିଓ ରଶ୍ମିରଂଜନ ମହନ୍ତଙ୍କ ପତ୍ନୀଙ୍କର ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଛି।ତାଙ୍କ ମୃତ୍ୟୁ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବା ସତ୍ତ୍ୱେ ମଧ୍ୟ ଡାକ୍ତରଖାନାକୁ ତାଙ୍କ ମୃତଦେହ ନେବାକୁ କେହି ଆସି ନଥିଲେ। ଯାହା ଘଟଣାକୁ ସନ୍ଦେହଜନକ ସ୍ଥିତିକୁ…

ଦିନେ ବଲିଉଡ୍‌ର ଡ୍ରିମ୍‌ଗାର୍ଲଙ୍କ ପ୍ରେମରେ ପଡ଼ିଥିଲେ ଅଭିନେତା ସଂଜୀବ କୁମାର

ନୂଆଦିଲ୍ଲୀ: ଦର୍ଶକଙ୍କୁ ଜୀବନ୍ତ ଅଭିନୟ ସ୍ପର୍ଶ ଦେଉଥିବା ଅଭିନେତା ଥିଲେ ସଞ୍ଜୀବ କୁମାର। ସେ ୯ ଜୁଲାଇ ୧୯୩୮ରେ ଗୁଜୁରାଟର ସୁରଟରେ ଜନ୍ମଗ୍ରହଣ କରିଥିଲେ। ବୃତ୍ତିଗତ ଜୀବନରେ ସେ ଅନେକ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ଅଭିନୀତ ଅନେକ ଚଳଚ୍ଚିତ୍ର ସଫଳ ମଧ୍ୟ ହୋଇଛି। ସେ ସାଧାରଣ ଜୀବନରେ…