ଫିଲ୍ମ ଷ୍ଟାଇଲରେ ଫ୍ଲାଏଓଭରରୁ ହଠାତ୍ ଉଡି ଆସିଲା କାର୍; ଜାଣନ୍ତୁ କ’ଣ ରହିଛି ସମ୍ପୂର୍ଣ୍ଣ ଘଟଣା
ହାଇଦ୍ରାବାଦ: ହାଇଦ୍ରାବାଦର ରାଏଦୁର୍ଗମ ଅଞ୍ଚଳସ୍ଥିତ ନ୍ୟୁ ବାୟୋଡାଇଭର୍ସିଟି ଫ୍ଲାଏଓଭରରେ ଆସୁଥିବା ଏକ ଦ୍ରୁତଗାମୀ କାର୍ କୌଣସି କାରଣବଶତଃ ଭାରସାମ୍ୟ ହରାଇ ହଠାତ୍ ତଳକୁ ଖସିପଡୁଛି ।
ଏହି ଘଟଣାରେ ଜଣେ ପଥଚାରୀ ମୃତ୍ୟୁବରଣ କରିଥିବା ବେଳେ କାର୍ ଡ୍ରାଇଭର୍ ଓ ଅନ୍ୟ୨ଜଣ ଆହତ ହୋଇଥିବା ନେଇ…