Latest Odisha News

BREAKING NEWS

ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପିଲା ଫେଲ୍‌ ହେଲେ ପୁଣି ମିଳିବ ପରୀକ୍ଷା ସୁଯୋଗ

ଭୁବନେଶ୍ବର: ପ୍ରାଥମିକ ଶିକ୍ଷା ଶେଷ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ୍‌ରୁ ବହିଷ୍କାର କରାଯାଇ ପାରିବନି । ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ସଂଶୋଧନ ଆଣି ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରାଯାଇଛି । ନୂତନ ନିୟମ ଅନୁସାରେ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍‌…

କ୍ୟାଣ୍ଟିନ୍ କର୍ମଚାରୀଙ୍କୁ ପିଟିଲେ ବିଧାୟକ ସଞ୍ଜୟ ଗାୟକୱାଡ, କହିଲେ- ମୁଁ ବକ୍ସିଂ ଜାଣିଛି…

ମୁମ୍ବାଇ: ମହାରାଷ୍ଟ୍ରର ଏକନାଥ ସିନ୍ଦେ ଗୋଷ୍ଠୀର ଶିବସେନା ବିଧାୟକ ସଞ୍ଜୟ ଗାୟକୱାଡ କ୍ୟାଣ୍ଟିନ୍ କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣାକୁ ଯଥାର୍ଥ କହିଛନ୍ତି। ସେ କହିଛନ୍ତି ଯେ ମୁଁ କରାଟେ, ଜୁଡୋ, ବକ୍ସିଂ ଜାଣେ। ଏହି ଭାଷା ମୁଁ ଜାଣେ। ତାହା ହିଁ ଶିଖାଇଲି। ବୁଲଢାନା ବିଧାୟକ ଗାୟକୱାଡ…

କିଏ ସେହି ବେଦିକା ଶେଟ୍ଟୀ? ଆଲିଆ ଭଟ୍ଟଙ୍କୁ ଲଗାଇଲା ୭୭ ଲକ୍ଷର ଚୂନା…

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆଲିଆ ଭଟ୍ଟଙ୍କୁ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଜଣେ ମହିଳାଙ୍କୁ ପୋଲିସ ଗିରଫ କରିଛି ଏବଂ ପଚରାଉଚରା କରୁଛି । ଆଲିଆଙ୍କ ମାଆ ଏବଂ ଅଭିନେତ୍ରୀ ସୋନି ରାଜଦାନ, ବେଦିକା ପ୍ରକାଶ ଶେଟ୍ଟୀ ନାମକ…

ଜୁଲାଇ ୧୫ ଯାଏଁ ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଓଡିଶାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଏବଂ ସମ୍ବଲପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ଝଡ଼ବର୍ଷା ସହିତ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବହିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସତର୍କ ସୂଚନା ଜାରି କରିଛି।…

ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲା; ରବୀନ୍ଦ୍ର ଜେନାଙ୍କୁ ସାମୟିକ ଆଶ୍ବସ୍ତି

ଭୁବନେଶ୍ବର: ସି-ସୋର୍ ଚିଟଫଣ୍ଡ ଠକେଇ ମାମଲା । ପୂର୍ବତନ ସାଂସଦ ରବି ଜେନାଙ୍କୁ ମିଳିଲା ସାମୟିକ ଆଶ୍ବସ୍ତି । ଅଦାଲତରେ ପରବର୍ତ୍ତୀ ଶୁଣାଣି ଯାଏଁ ରବିନ୍ଦ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ଅଙ୍କୁଶ ଲଗାଇଛନ୍ତି ହାଇକୋର୍ଟ । ସି-ସୋର୍ ଚିଟଫଣ୍ଡ କେସରେ ପୂର୍ବତନ ସାଂସଦ ରବି…

ଚୀନ୍, ପାକିସ୍ତାନ, ବାଂଲାଦେଶ ଏକାଠି…କ’ଣ କରିବ ଭାରତ?

ନୂଆଦିଲ୍ଲୀ: ଚୀନ୍, ପାକିସ୍ତାନ ଓ ବାଂଲାଦେଶ ଏକାଠି। ଦକ୍ଷିଣ ଏସୀୟ ଦେଶର ଖରାପ ଆର୍ଥିକ ସ୍ଥିତି। ବଢିଲା ଭାରତର ଚିନ୍ତା। ଏନେଇ ଚେତାଇଛନ୍ତି ଦେଶର ସବୁଠୁ ବଡ଼ ସେନା ଅଧିକାରୀ ସିଡିଏସ୍ ଅନିଲ ଚୌହାନ। ଭାରତ ମହାସାଗରୀୟ କ୍ଷେତ୍ରରେ ଅନେକ ଦେଶ ଆର୍ଥିକ ସଂକଟର ସାମନା କରୁଛନ୍ତି। ଏହାର ଫାଇଦା…

ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ପତ୍ନୀ ବିଦ୍ୟାଭାରତୀଙ୍କ ପିଟିସନ୍‌ ଖାରଜ

କଟକ: ACF ସୌମ୍ୟ ରଂଜନ ମହାପାତ୍ର ମୃତ୍ୟୁ ମାମଲା । ପତ୍ନୀ ବିଦ୍ୟାଭାରତୀ ଓ ତତ୍‌କାଳୀନ DFO ସଂଗ୍ରାମ ବେହେରାଙ୍କୁ ହାଇକୋର୍ଟରୁ ଝଟ୍‌କା । ଉଭୟଙ୍କ ପିଟିସନ୍‌ ଖାରଜ କରିବା ସହ ହତ୍ୟା ମାମଲା ଚାଲିବ ବୋଲି ଆଜି କହିଲେ ହାଇକୋର୍ଟ । ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ମଧ୍ୟ ହତ୍ୟା ମାମଲା…

ଓପିସିସି ପକ୍ଷରୁ ମୁଖପାତ୍ର ଓ ମିଡିଆ ପ୍ୟାନେଲିଷ୍ଟଙ୍କ ତାଲିକା ଜାରି…

ଭୁବନେଶ୍ୱର: ଏଆଇସିସି ବୁଧବାର ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ପଦାଧିକାରୀ, ମୁଖପାତ୍ର ଏବଂ ମିଡିଆ ପ୍ୟାନେଲିଷ୍ଟଙ୍କ ତାଲିକା ଘୋଷଣା କରିଛି। ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଦ୍ୱାରା ପ୍ରକାଶିତ ତାଲିକା ଅନୁଯାୟୀ ବରିଷ୍ଠ ନେତା ଅମୀୟ ପାଣ୍ଡବଙ୍କୁ ଭାଇସ…

ରାଜ୍ୟ ବିଜେପି ସଭାପତି ମନମୋହନଙ୍କ ବଡ଼ ଘୋଷଣା: ଖୁଶୀଘ୍ର ସଂପ୍ରସାରଣ ହେବ ମନ୍ତ୍ରିମଣ୍ଡଳ

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବଡ଼ ଘୋଷଣା। ଖୁଶୀଘ୍ର ସଂପ୍ରସାରଣ ହେବ ମନ୍ତ୍ରିମଣ୍ଡଳ। ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଆଶିଷ ନେଲା ବେଳେ ଦେଲେ ଏପରି ସୂଚନା। ରାଜ୍ୟ ମନ୍ତ୍ରିମଣ୍ଡଳରେ ୬ଟି ପଦ ଖାଲି ଅଛି ଏବଂ ଖୁବଶୀଘ୍ର ସଂପ୍ରସାରଣ ହେବ। ଖୁବଶୀଘ୍ର ବୋର୍ଡ ନିଗମ…

୨୩ ବର୍ଷ ପରେ ଆମେରିକାରେ ଗିରଫ ହେଲେ ପଳାତକ ମୋନିକା କପୁର

ନୂଆଦିଲ୍ଲୀ: ୨୩ ବର୍ଷ ପୂର୍ବେ ଠକେଇ କରି ଫେରାର ହୋଇଯାଇଥିଲେ ମୋନିକା କପୁର। ସେ ଗତ ୨୨ ବର୍ଷ ଧରି ଆମେରିକାରେ ଲୁଚି ରହିଥିଲେ। ଫେରାର ଥିବା ଅର୍ଥନୈତିକ ଅପରାଧୀ ମୋନିକା କପୁର ଏବେ ଧରାପଡିଟନ୍ତି। ମୋନିକାଙ୍କୁ ସିବିଆଇ ହେପାଜତକୁ ନେଇ ଭାରତ ଅଣାଯାଉଛି। ଦୁଇ ଦଶନ୍ଧି ଧରି ପିଛା କରିବା ପରେ,…