Puri Station: ଆସନ୍ତା ୧୧ରୁ ଏହି ଦିନ ଯାଏଁ ପୁରୀକୁ ଆସିବନି ଟ୍ରେନ୍
ପୁରୀ: ପୁରୀ ରେଳ ଷ୍ଟେସନର ନବୀକରଣ କରାଯାଉଛି । ତେଣୁ ୬୫ ଦିନ ଯାଏଁ ପୁରୀକୁ ଯିବନି ଟ୍ରେନ୍ । ଆସନ୍ତା ୧୧ ତାରିଖରୁ ମେ ମାସ ୧୬ ତାରିଖ ଯାଏଁ ରେଳ ସେବା ପ୍ରଭାବିତ ହେବ । ଏହି ୬୫ ଦିନ ପର୍ଯ୍ୟନ୍ତ କୌଣସି ଟ୍ରେନ୍ ପୁରୀ ଆସିବ ନାହିଁ ।
ଟ୍ରେନ୍ ଗୁଡ଼ିକ ସାକ୍ଷୀଗୋପାଳ, ମାଳତିପାଟପୁର…