Latest Odisha News

BREAKING NEWS

Share Market: ଟ୍ରମ୍ପଙ୍କ ଟାରିଫ୍ ଉତ୍ତେଜନା ମଧ୍ୟରେ ବଜାର କ୍ରାସ୍, ଖସିଲା ସେନସେକ୍ସ, ମାତ୍ର କିଛି ମିନିଟରେ ୪…

ନୂଆଦିଲ୍ଲୀ: ବୁଧବାର ଭାରତ ଉପରେ ଟ୍ରମ୍ପଙ୍କ ୫୦% ପ୍ରତିଶତ ଶୁଳ୍କ ବୋମା ପ୍ରଭାବ ଆଜି ଭାରତୀୟ ଷ୍ଟକ୍ ବଜାର ଉପରେ ଦେଖାଯାଉଛି। ବଜାର ଖୋଲିବା ମାତ୍ରେ ସେନସେକ୍ସ BSE ସେନସେକ୍ସ ୬୫୦ ପଏଣ୍ଟ ହ୍ରାସ ପାଇଛି। ନିଫ୍ଟି ମଧ୍ୟ ଖରାପ ଅବସ୍ଥାରେ ଅଛି । ଆମେରିକା ଦ୍ୱାରା ଭାରତ ଉପରେ…

Russia-Ukraine conflict: ଶୁଳ୍କ ଯୁଦ୍ଧ ମଧ୍ୟରେ ବର୍ଷିଲେ ହ୍ବାଇଟ୍ ହାଉସ୍ ପରାମର୍ଶଦାତା, ରୁଷ-ୟୁକ୍ରେନ ଯୁଦ୍ଧକୁ…

ନୂଆଦିଲ୍ଲୀ: ଗୋଟେ ପଟେ ଆମେରିକା ଭାରତ ବିରୁଦ୍ଧରେ ଶୁଳ୍କ ଯୁଦ୍ଧ ଚଳାଇଛି, ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପ୍ରଶାସନ ସହିତ ଜଡିତ ଲୋକମାନେ ମଧ୍ୟ ଲଗାତାର ଭାରତକୁ ନେଇ କଡା ବୟାନ ଦେଉଛନ୍ତି। ଆମେରିକା କହିଛି ଯେ ଭାରତ ରୁଷଠାରୁ ଅଶୋଧିତ ତେଲ କିଣୁଛି ଯାହା…

Terrorists killed: ଏଲଓସିରେ ଅନୁପ୍ରବେଶ ଉଦ୍ୟମ ବିଫଳ; ସେନା ଗୁଳିରେ ଟଳିଲେ ୨ଆତଙ୍କବାଦୀ

ନୂଆଦିଲ୍ଲୀ:ପୁଣିଥରେ ନିୟନ୍ତ୍ରଣ ରେଖା ଦେଇ ଭାରତରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଏହି ଯୋଜନା ପଣ୍ଡ କରିଛନ୍ତି ଭାରତୀୟ ସେନା । ଜମ୍ମୁ ଓ କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ଗୁରେଜ ସେକ୍ଟରରେ ଗୁରୁବାର ସକାଳେ ଭାରତୀୟ ସେନା ଦୁଇ ଜଣ ଆତଙ୍କବାଦୀଙ୍କୁ…

‘ସୁଚରିତା’ ପତ୍ରିକାର ବିନ୍ଧାଣି ହରିହର ପଣ୍ଡାଙ୍କ ପରଲୋକ

ଭୁବନେଶ୍ବର: ସୁସାହିତ୍ଯିକ, ପ୍ରଶାସକ, ଅଧ୍ୟାପକ ତଥା ଅତୀତର ସୁବିଖ୍ୟାତ ପତ୍ରିକା ‘ସୁଚରିତା’ର ମୁଖ୍ୟ ପ୍ରେରଣାସ୍ରୋତ ହରିହର ପଣ୍ଡାଙ୍କ ପରଲୋକ । ଗତକାଲି (ଅଗଷ୍ଟ ୨୭ ତାରିଖ ) ଭୁବନେଶ୍ବରରେ ଦେହାବସାନ ଘଟିଛି। ମୃତ୍ୟୁ ବେଳକୁ ତା’ଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ନିଜର ଧର୍ମପତ୍ନୀ…

Weather update: ରାଜ୍ୟରେ ୟେଲୋ ୱାର୍ଣ୍ଣିଂ;୩୦ ଯାଏଁ ଛେଚିବ ବର୍ଷା

ଭୁବନେଶ୍ବର:ଓଡ଼ିଶା ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ରହିଛି । ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ତେବେ ଆଗାମୀ ୨୪ଘଣ୍ଟା ପାଇଁ ରାଜ୍ୟକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଆଗାମୀ ୨୪ଘଣ୍ଟାରେ…

ଶ୍ରୀ ଭାଗବତ ସାର ୧୪୨: ନିଜ ମନକୁ ଚିନ୍ତା ମୁକ୍ତ କରି ଶିଶୁ ଭଳି ସରଳ ମନର ଅଧିକାରୀ ହେବା ଏତେ ସହଜ ନୁହେଁ, ଏଥିପାଇଁ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ଅବଧୂତଙ୍କ ଚବିଶି ଗୁରୁ ଚୟନ ବିଷୟ ଆମେ ଆଲୋଚନା କରୁଛେ। ଏହି ଅବସରରେ ଗୋଟିଏ ବିଷୟ ନିତ୍ୟାନ୍ତ ଭାବେ ଆମର ଦୃଷ୍ଟି ଗୋଚର ହେଉଛି ଯେ ଅବଧୂତ ମହାରାଜ ଗୁଣ ଗୁଡିକ ଗ୍ରହଣ କରିବା ଠାରୁ ଅବଗୁଣକୁ ତ୍ୟାଗ କରିବା ଉପରେ…

Naxal Encounter: ଏନକାଉଣ୍ଟରରେ ୪ ନକ୍ସଲ ନିହତ; ବହୁ ଅସ୍ତ୍ରଶସ୍ତ୍ର ଉଦ୍ଧାର

ନୂଆଦିଲ୍ଲୀ:ପୂର୍ବ ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ନକ୍ସଲ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ତିନି ଜଣ ମହିଳା ନକ୍ସଲ ସମେତ ଅତି କମରେ ଚାରି ଜଣ ନକ୍ସଲ ନିହତ ହୋଇଛନ୍ତି। ପୋଲିସର ଏକ ବିବୃତ୍ତିରେ…

No-fly zone: ଶ୍ରୀମନ୍ଦିର ନୋ ଫ୍ଲାଇଙ୍ଗ ଜୋନ୍‌ରେ ପୁଣି ଉଡ଼ିଲା ଡ୍ରୋନ୍

ପୁରୀ:ଶ୍ରୀମନ୍ଦିର ଉପରେ ବୁଧବାର ସନ୍ଧ୍ୟାରେ ନୋ ଫ୍ଲାଇଙ୍ଗ ଜୋନ୍‌ରେ ଡ୍ରୋନ୍‌ ଉଡ଼ିଥିବା ଦେଖିବାକୁ ମିଳିଛି। ମାର୍କେଟ ଛକରୁ ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ନିକଟରୁ ଡ୍ରୋନ୍‌ଟି ଦୋଳମଣ୍ଡପ ସାହି ପର୍ଯ୍ୟନ୍ତ ଉଡୁଥିବାର ଦେଖିବାକୁ ମିଳିଥିଲା। ମାର୍କେଟ ଛକଠାରୁ ଡ୍ରୋନ୍‌ଟି ଅପରେଟ୍‌…

Cuttack railway station: ପ୍ଲାଟଫର୍ମ ଛାତ ଭୁଶୁଡିବା ଘଟଣା; ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦୃଢ…

ଭୁବନେଶ୍ୱର: କଟକ ରେଲୱେ ଷ୍ଟେସନର ପ୍ଲାଟଫର୍ମ-୧ରେ ଥିବା ଛାତ ଭୁଶୁଡିପଡିବା ଦୁର୍ଭାଗ୍ୟଜନକ ବୋଲି ବିଜୁ ଜନତା ଦଳ କହିଛି । ରେଲୱେ ବିଭାଗ ଓ ଠିକା ସଂସ୍ଥାର ଦାୟିତ୍ଵହୀନତା ଓ ସୁରକ୍ଷା ପ୍ରତି ଧ୍ୟାନ ନଦେବା ଫଳରେ ଏଭଳି ଦୁର୍ଘଟଣା ଘଟିଛି । କଟକ ଭଳି ବ୍ୟସ୍ତବହୁଳ ରେଲୱେ ଷ୍ଟେସନର ମରାମତି…

ଅସୁରକ୍ଷିତ ଆମେରିକା? ସ୍କୁଲ ଭିତରେ ଗର୍ଜିଲା ବନ୍ଧୁକ, ୩ ଜଣଙ୍କ ମୃତ୍ୟୁ ୨୦ ଆହତ

ଓ୍ୱାଶିଂଟନ: ଅସୁରକ୍ଷିତ ଆମେରିକା? ଦିନ ଦ୍ୱିପ୍ରହରରେ ଫୁଟି ଚାଲିଛି ଗୁଳି। ମିନେସୋଟାର ମିନିଆପୋଲିସ୍‌ରେ ଏକ କ୍ୟାଥୋଲିକ ସ୍କୁଲରେ ଭୟଙ୍କର ଗୁଳିମାଡ଼ ଘଟଣା ଘଟିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଘଟଣାଟି ସ୍ଥାନୀୟ ସମୟ ସକାଳେ ଘଟିଥିବା ଜଣାପଡ଼ିଛି।…