Latest Odisha News

BREAKING NEWS

ରାଣୀ ପଦ୍ମାବତୀଙ୍କ ଜୋହର କୁଣ୍ଡ !

ଚିତ୍ତୋରଗଡର ରାଣୀ ପଦ୍ମାବତୀଙ୍କ ଜୋହର କୁଣ୍ଡ । ଯେଉଁଠି ରହିଛି ଅନେକ ଲୋମଟାଙ୍କୁରା ରହସ୍ୟ । ହେଲେ କଣ୍ ସେ ରହସ୍ୟ ତାହା ଆଜି ଯାଏ କେହି ବି ଜାଣିପାରିନାହିଁ । ବହୁ ଲୋକ ସେ ସ୍ଥାନକୁ ଯିବାର ପ୍ରୟାସ କରିଥିଲେ ବି ସଫଳ ହୋଇନାହାନ୍ତି । ତେବେ ଜୋହର କୁଣ୍ଡ ନେଇ ଦେଖିବା ଏହି ରିପୋର୍ଟ ।

ଖାଲି ଅକ୍ସିଜେନ୍ ସିଲିଣ୍ଡର ଭର୍ତ୍ତି କରି ରଖିବାକୁ ସବୁ ଜିଲ୍ଲାପାଳ, ମହାନଗର ନିଗମକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ ସଂକଟ ନିଦ ହଜାଇ ଦେଲାଣି । ଅକ୍ସିଜେନ୍ ଅଭାବରୁ ବିଭିନ୍ନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ଖବର ମଧ୍ୟ ଆସୁଛି । ସଂକଟ ସମୟରେ ଓଡ଼ିଶା ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ପଠାଉଥିବା ବେଳେ କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଦେଖି ସରକାର ଆଗୁଆ…

ବସ୍ତରରେ ପୁଣି ମାଓ ହିଂସା

ମାଲକାନଗିରି:ପୁଣି ଲାଲ ତାଣ୍ଡବ । ମାଲକାନଗିରି ଛତିଶଗଡ ସିମାନ୍ତ ବସ୍ତର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ଅପରେସନ ପ୍ରହାରକୁ ବିରୋଧ କରିଛନ୍ତି ମାଓବାଦୀ ମାନେ । ଗୋଟିଏ ପ୍ରୋକଲିନ ମେସିନକୁ ନିଆଁ ଲଗାଇ ପୋଡି ଦେଲେ ଲାଲ୍ ବାହିନୀ । ୧୫ରୁ ୨୦ ଜଣ ସଶସ୍ତ୍ର ନକ୍ସଲ ଛୋଟେ…

ମେଡିସିନ ଦୋକାନରେ ଗୁଟଖା ଓ ସିଗାରେଟ୍, ମାଲିକ ସହ ୩ ଅଟକ

ଭଦ୍ରକ : ଭଦ୍ରକରେ ଅଜବ ଦୃଶ୍ୟ । ମେଡିସିନ ଦୋକାନରେ ବିକ୍ରି ହେଉଛି ଗୁଟଖା ଓ ସିଗାରେଟ୍ । ଖବର ପାଇ ପୋଲିସ ଓ ପ୍ରଶାସନର ମିଳିତ ଚଢ଼ାଉ ପରେ ଦୋକାନରୁ ଜବତ ହୋଇଛି ଗୁଟଖା ଓ ସିଗାରେଟ୍ । ମେଡ଼ିସିନ ଦୋକାନର ମାଲିକ ଓ କର୍ମଚାରୀଙ୍କ ସହ ସହ ୩ ଜଣଙ୍କୁ ଅଟକ ରଖିଛି ଭଦ୍ରକ ଟାଉନ ପୋଲିସ ।…

ପୁରୀରେ ସପ୍ତାହନ୍ତ ସଟଡାଉନ୍

ପୁରୀ: କରୋନା ଦ୍ୱିତୀୟ ଲହର ଯୋଗୁ ବିଭିନ୍ନ ସ୍ଥାନରେ ସତର୍କତା ଅବଲମ୍ବନ କରାଯାଉଛି । ଏନେଇ ସପ୍ତାହନ୍ତ ସଟଡାଉନ୍ ଜାରି ରହିଛି । ଶନିବାର ଓ ରବିବାର ଦୁଇ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ପୁରୀରେ ମଧ୍ୟ ରାସ୍ତାଘାଟ ଜନଶୂନ୍ୟ ହୋଇପଡିଥିବା ବେଳେ ପୁଲିସର କଡାକଡି ଯାଂଚ ଚାଲିଛି ।

ପଶ୍ଚିମବଙ୍ଗ ଫେରନ୍ତାଙ୍କ କ୍ୱାରେଣ୍ଟାଇନ୍ ନିୟମରେ ସାମାନ୍ୟ କୋହଳ

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଚିହ୍ନଟ କରୋନାର ତ୍ରିପଲ୍ ମ୍ୟୁଟାଣ୍ଟ ରାଜ୍ୟର ଚିନ୍ତା ବଢ଼ାଇଛି । ଡବଲ୍ ମ୍ୟୁଟାଣ୍ଟ ଠାରୁ ତ୍ରିପଲ୍ ମ୍ୟୁଟାଣ୍ଟ ବେଶ୍ ବିପଜ୍ଜନକ ବୋଲି କୁହାଯାଇଛି । ଏହାକୁ ନେଇ ଗତ ୨୨ ତାରିଖରେ ପଶ୍ଚିମବଙ୍ଗରୁ ଫେରୁଥିବା ସମସ୍ତଙ୍କୁ ୧୪ ଦିନ ଲାଗି କ୍ୱାରେଣ୍ଟାଇନରେ ରଖିବାକୁ…

ରାଜ୍ୟରେ କରୋନାରୁ ସୁସ୍ଥ ହୋଇଛନ୍ତି ୩୪୬୪ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ କରୋନା ଲମ୍ବ ଡିଆଁ ମାରିଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୩୪୬୪ ଜଣ ସଂକ୍ରମିତ । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା…

ସବୁ ମୁଖ୍ୟମନ୍ତ୍ରୀଙ୍କୁ ଅକ୍ସିଜେନ୍ ମାଗିଲେ କେଜରିଓ୍ବାଲ

ନୂଆଦିଲ୍ଲୀ : ମହାମାରୀ କରୋନାକୁ ନେଇ ରାଜଧାନୀରେ ଦିଲ୍ଲୀରେ ସାଂଘାତିକ ହେଲାଣି ସ୍ଥିତି । ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଚିକିତ୍ସାରେ ବାଧକ ସାଜିଛି ଅକ୍ସିଜେନ୍ ଅଭାବ । ଫଳରେ ଅକ୍ସିଜେନ ଅଭାବରୁ ଅନେକ ରୋଗୀ ପ୍ରାଣ ହରାଇଲେଣି । ହସପିଟାଲରେ ଅକ୍ସିଜେନର ଅଭାବ ଦେଖା ଦେଇଥିବା ବେଳେ,…

ପୁଣି ଭିଜିଲାନ୍ସ ରେଡ୍

କଳାହାଣ୍ଡି:ପୁଣି ଭିଜିଲାନ୍ସ ରେଡ୍ । ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କର୍ଲାମୁଣ୍ଡା ରାଜସ୍ବ ନିରୀକ୍ଷକ। କର୍ଲାମୁଣ୍ଡା ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଆର୍ ଆଇ । ଜମିର ମିଉଟେସନ କରିଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ…

କରନ ଜୋହର ସହ ଫିଲ୍ମ କରିବାକୁ ମନା କଲା ଲାଇକା ପ୍ରଡକ୍ସନ !

ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ ଧର୍ମା ପ୍ରଡକ୍ସନ ଏବେ ଅସୁବିଧାରେ ବାରମ୍ବାର ପଡୁଛି । ସୁଶାନ୍ତ ସିଂ ରାଜପୁତଙ୍କ କେସ ଏବଂ ଦୋସ୍ତାନା୨ରେ କାର୍ତିକ ଆର୍ଯ୍ୟନଙ୍କୁ ବାହର କରିବା ପରେ ଏହାର ମୂଖ୍ୟ କରନ ଜୋହରଙ୍କୁ ବିଭିନ୍ନ ମହଲରେ ବିରୋଧର ସମ୍ମୁଖୀନ ହେବାକୁ ପଡୁଛି । ପ୍ରଶଂସକଙ୍କ ବିଶ୍ୱାସ…