Latest Odisha News

BREAKING NEWS

୪୦ ଉପରେ ରାଜ୍ୟର ୧୨ ସହର, ସବୁଠୁ ଉତ୍ତପ୍ତ ଭୁବନେଶ୍ୱର; ୩ ଦିନ ଯାଏ ବଢିବ ତାତି

ଭୁବନେଶ୍ୱର: ତାତିରୁ ମିଳିବନି ନିସ୍ତାର । ୨ରୁ ୩ ଦିନ ଯାଏ ଆହୁରି ବଢ଼ିବ ପାରଦ । ଆଜି ରାଜ୍ୟର ୧୨ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୨.୧ ଡିଗ୍ରୀ ସେଲସିୟସ୍ ସହ ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ଆଗାମୀ ୨ରୁ ୩ ଦିନ ଯାଏ ଦିନବେଳାର ତାପମାତ୍ରା ୨ରୁ ୩ ଡିଗ୍ରୀ…

ପୁରୀରେ ସପ୍ତାହନ୍ତ ସଟଡାଉନ୍

କରୋନା ଦ୍ୱିତୀୟ ଲହର ଯୋଗୁ ବିଭିନ୍ନ ସ୍ଥାନରେ ସତର୍କତା ଅବଲମ୍ବନ କରାଯାଉଛି । ଏନେଇ ସପ୍ତାହନ୍ତ ସଟଡାଉନ୍ ଜାରି ରହିଛି । ଶନିବାର ଓ ରବିବାର ଦୁଇ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ପୁରୀରେ ମଧ୍ୟ ରାସ୍ତାଘାଟ ଜନଶୂନ୍ୟ ହୋଇପଡିଥିବା ବେଳେ ପୁଲିସର କଡାକଡି ଯାଂଚ ଚାଲିଛି ।

ଦର୍ପଣ, ଘୋଡା ନାଲ ଓ ଘଂଟିର ଉଚିତ ବ୍ୟବହାର ଜାଣନ୍ତୁ

ପୁରୀ: ଦର୍ପଣ, ଘୋଡା ନାଲ ଓ ଘଂଟିର ଉପଯୁକ୍ତ ବ୍ୟବହାର କରି ଜାଣିଲେ ନିଶ୍ଚିତ ଭାବେ ସକାରାତ୍ମକ ପରିବର୍ତନ ଆସିବ । ଦର୍ପଣ ଆମେ ପ୍ରାୟତଃ ଶରୀର ଓ ମୁହଁ ଦେଖିବା ପାଇଁ ବ୍ୟବହାର କରିଥାଉ । ଯଦି ଘର ନିକଟରେ କୌଣସି ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେଉଛି ତାହାହେଲେ ମୂଖ୍ୟ ଦ୍ୱାର କବାଟ ଉପରେ…

ଦିଅର ଲାଠି ମାଡରେ ଭାଉଜ ଲହୁଲୁହାଣ !

କାମାକ୍ଷାନଗର: ଅବିଶ୍ୱାସ ଲାଗୁଥିଲେ ବି ସତ । କଥାରେ ଅଛି ଭାଉଜ ମାଆ ସମାନ, ଦିଅର ପୁଅ ସମାନ । ହେଲେ ଢେଙ୍କାନାଳ ଯମୁନାକୋଟ ଗାଁରେ ଏଭଳି ସଂପର୍କରେ ଲାଗିଛି ଅବିଶ୍ୱାସର ଛିଟା । ସୁଭଦ୍ରା ସାହୁ ନାମକ ଜଣେ ମହିଳାଙ୍କୁ ଖୋଦ ତାଙ୍କ ଦିଅର ବିଦ୍ୟୁତ ସଂଯୋଗକୁ ନେଇ ନିସ୍ତୁକ ମାଡ ମାରି…

ସେରମ କହିଲା ଆମ ଟିକା ସବୁଠୁ ଶସ୍ତା

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଜଟିଳ ହେବାରେ ଲାଗିଛି କରୋନା ସଂକ୍ରମଣ । ଆକ୍ରାନ୍ତ ସଂଖ୍ୟା ବଢ଼ିବା ସହ ମୃତ୍ୟୁ ସଂଖ୍ୟା ବି ବଢ଼ଇବାରେ ଲାଗିଛି । ଏପଟେ ଏହାକୁ ମୁକାବିଲା ପାଇଁ ସାରା ଦେଶରେ ଜାରି ରହିଛି ଟିକାକରଣ ପ୍ରକ୍ରିୟା । ତେବେ ଟିକାର ଦାମକୁ ନେଇ ଯେଉଁ ଦ୍ବନ୍ଦ୍ବ ଦେଖାଦେଇଛି,…

ମେ’ ୧ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ, ରାଜ୍ୟ ପାଇଁ ଗାଇଡଲାଇନ୍ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ମାମଲା ଭିତରେ ମେ ପହିଲାରୁ ତୃତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହେବ । ମେ’ ୧ରୁ ୧୮ ବର୍ଷରୁ ଅଧିକ ବୟସ୍କ ସମସ୍ତେ ଭ୍ୟାକ୍ସିନ୍ ନେଇପାରିବେ । ଟିକାକରଣର ନୂଆ ରଣନୀତି ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ପାଇଁ ଗାଇଡଲାଇନ୍ ଜାରି…

ଏବେ ବି ରହସ୍ୟ ହୋଇ ରହିଛି ଲଦାଖର ଫୁଗତାଲ ମଠ

ଲଦାଖ: ଅତୁଲ୍ୟ ଓ ଅମୂଲ୍ୟ ଭାରତରେ ଅନେକ ରହସ୍ୟ ରହିଛି । ସାରା ବିଶ୍ୱ ଏହି ରହସ୍ୟ ଉଜାଗର ପାଇଁ ଉଦ୍ୟମ କରି ବିଫଳ ହୋଇଛି । ଧର୍ମ ସହ ସତ୍ୟତା ହେଉ କିମ୍ବା ପୁରାତନ କାଳର କଳାକୃତି ଓ ବିଜ୍ଞାନ ଏବେ ବି ସମସ୍ତଙ୍କୁ ଚକିତ କରୁଛି । ଏହି ଧାରାରେ ଯୋଡି ହୋଇଛି ଲଦାଖର ଫୁଗତାଲ ମଠ । ଦୂରରେ ଏହା…

ଅକ୍ସିଜେନ୍ ଉପରୁ ଶୁଳ୍କ ଛାଡ଼ କଲା କେନ୍ଦ୍ର

ନୂଆଦିଲ୍ଲୀ : ମହାମାରୀ କରୋନାକୁ ନେଇ ସାରା ଦେଶରେ ଆତଙ୍କ । କିନ୍ତୁ ଏହି ଆତଙ୍କକୁ ଆହୁଟି ଟପିଯାଇଛି ଅକ୍ସିଜେନ୍ ସମସ୍ୟା । ଅକ୍ସିଜେନ୍ ଅଭାବକୁ ନେଇ ବିଭିନ୍ନ ହସପିଟାଲରେ ଅନେକ ରୋଗୀଙ୍କ ମୃତ୍ୟୁ ହେଲେଣି । ଏଭଳି ସ୍ଥିତିରେ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର…

‌କରୋନା ରୋଗୀଙ୍କୁ ଅକ୍ସିଜେନ ଯୋଗାଉଛି ଗୁରୁଦ୍ୱାର

ଗାଜିଆବାଦ: ଗାଜିଆବାଦର ଇନ୍ଦିରାପୁରାମ ଅଞ୍ଚଳର ଗୁରୁଦ୍ୱାର ସମିତି କୋଭିଡ-୧୯ ରୋଗୀଙ୍କୁ ଅମ୍ଳଜାନ ସିଲିଣ୍ଡର ଯୋଗାଇବା ପାଇଁ 'ଅମ୍ଳଜାନ ଲଙ୍ଗର' ଆରମ୍ଭ କରିଛି। ସମଗ୍ର ରାଜ୍ୟରେ ଅମ୍ଳଜାନର ଅଭାବ ଏବଂ କୋଭିଡ-୧୯ ମୃତ୍ୟୁହାରରେ ବୃଦ୍ଧି ପାଇଥିବା ବେଳେ ଇନ୍ଦିରାପୁରାମ ଗୁରୁଦ୍ୱାର ସମିତିର…

ରଜରେ ଆସୁଛି “ଚକ୍ଷୁବନ୍ଧନ”

ଭୁବନେଶ୍ୱର: ସାରା ଦେଶ ସମେତ ଓଡିଶା ବି କରୋନା ସହ ଲଢୁଛି । ତଥାପି ଫିଲ୍ମ ରିଲିଜ୍ କରିବାକୁ ଅଣ୍ଟା ଭିଡିଛି ଓଲିଉଡ । ଆସନ୍ତା ଦିନରେ ପ୍ରେମ, ପ୍ରତାରଣା, ରହସ୍ୟ ଓ ରୋମାଂଚକର ମୌଳିକ କାହାଣୀକୁ ନେଇ ଏକ ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଯାହାର ଟାଇଟଲ ରହିଛି “ଚକ୍ଷୁବନ୍ଧନ” । ଅନିଶ୍…