ଇପ୍ସିତା ସାହୁ ଓ ଚିନ୍ମୟ ସାହୁଙ୍କୁ ବିଜେଡିର ନୂଆ ଦାୟିତ୍ଵ
ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ମଙ୍ଗଳବାର ଦିନ ଦଳର ଯୁବ ଏବଂ ଛାତ୍ର ଶାଖାକୁ ସୁଦୃଢ଼ କରିବା ପାଇଁ ନୂତନ ନିଯୁକ୍ତି ଘୋଷଣା କରିଛି। ଇପ୍ସିତା ସାହୁଙ୍କୁ ତୁରନ୍ତ ପ୍ରଭାବରୁ ବିଜୁ ଛାତ୍ର ଜନତା ଦଳ (ବିସିଜେଡି)ର ସଭାପତି ଭାବରେ ନିଯୁକ୍ତ କରାଯାଇଛି।
ସେହିପରି ନୂତନ ବିସିଜେଡି ଦଳରେ…