Latest Odisha News

BREAKING NEWS

‘ସମ୍ବିଧାନ ବଞ୍ଚାଅ ସମାବେଶ’ ପାଇଁ ଓଡ଼ିଶା କଂଗ୍ରେସ ପକ୍ଷରୁ ସଂଯୋଜକ ନିଯୁକ୍ତ

ଭୁବନେଶ୍ୱର: ସମ୍ବିଧାନ ବଞ୍ଚାଅ ସମାବେଶ ପାଇଁ ଓଡ଼ିଶା କଂଗ୍ରେସ ପକ୍ଷରୁ ସଂଯୋଜକମାନଙ୍କୁ ନିଯୁକ୍ତ କରାଯାଇଛି। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଏଆଇସିସି ସାଧାରଣ ସମ୍ପାଦକ (ସଂଗଠନ) କେ.ସି. ଭେଣୁଗୋପାଳଙ୍କ ଗସ୍ତ ସମୟରେ 'ସମ୍ବିଧାନ…

ରାଜ୍ୟରେ ଟ୍ରିପଲ୍‌ ‘M’ ସରକାର ଚାଲିଛି: ସଭାପତି ହେବା ପରେ ମନମୋହନଙ୍କୁ ପ୍ରଶଂସାରେ ପୋତିଲେ ନେତା, ମନ୍ତ୍ରୀ

ଭୁବନେଶ୍ୱର: ପୁଣି ଥରେ ରାଜ୍ୟ ବିଜେପି ସଭାପତି ପଦରେ ବସିଲେ ମନମୋହନ ସାମଲ। ଏନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ବିଧିବଦ୍ଧ ଭାବେ ଘୋଷଣା କଲେ ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ବାଲଁ। ତେବେ ମନମୋହନ ବିଜେପି ସଭାପତି ଭାବେ ପାଇବା ପରେ ମନମୋହନଙ୍କୁ ପ୍ରଶଂସାରେ ପୋତିଲେ…

ଭାଇରାଲ ହେଉଛି ଭାଇଜାନଙ୍କ ନିୟୁ ଲୁକ୍: ଭୁରି ଭୁରି ପ୍ରଶଂସା କଲେ ଫ୍ୟାନ୍ସ….

ମୁମ୍ବାଇ: ସଲମାନ ଖାନ ଓରଫ ବଲିଉଡ ଭାଇଯାନ ଏହି ଦିନ ମାନଙ୍କରେ ଅନେକ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ହେଲେ ପୁଣି ବଡ ପରଦାରେ ଧମାଲ କରିବାକୁ ଫେରିଛନ୍ତି ସଲମାନ । ତାଙ୍କର ଆଗାମୀ ଫିଲ୍ମ 'ବ୍ୟାଟଲ୍ ଅଫ୍ ଗାଲୱାନ୍'କୁ ନେଇ ସେ ବହୁତ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମର ପ୍ରଥମ…

ଯୁଦ୍ଧରେ ନୁହେଁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭାରତ ରାଫେଲ ହରାଇଥିଲା: ଡାସଲ୍ଟ ଚିଫ୍

ନୂଆଦିଲ୍ଲୀ: ଭାରତ ଏକ ରାଫେଲ୍ ଯୁଦ୍ଧ ବିମାନ ହରାଇଛି କିନ୍ତୁ ଏହା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଘଟିଥିଲା। ଏଥିରେ ଶତ୍ରୁର କୌଣସି ଭୂମିକା ନଥିଲା। ଡାସଲ୍ଟ ଆଭିଏସନ୍ ଅଧ୍ୟକ୍ଷ ଏବଂ ସିଇଓ ଏରିକ୍ ଟ୍ରାପିଅର୍ ଏନେଇ ସୂଚନା ଦେଇଛନ୍ତି। ଫରାସୀ ୱେବସାଇଟ୍ ଏଭିଅନ୍ ଡି ଚାସେରେ ପ୍ରକାଶିତ…

କାଲି ଭାରତ ବନ୍ଦ!, ନା ଖୋଲିବ ବ୍ୟାଙ୍କ୍, ନା ଚାଲିବ ବସ୍….ଜାଣନ୍ତୁ କିଏ ଦେଲେ ବନ୍ଦ ଡାକରା….

ନୂଆଦିଲ୍ଲୀ: ବୁଧବାର ଦିନ ଭାରତ ବନ୍ଦ । ଦେଶବ୍ୟାପୀ ଧର୍ମଘଟର ଡାକରା ଦେଇଛନ୍ତି ବ୍ୟାଙ୍କିଙ୍ଗ, ବୀମା, ଡାକ ସେବା ଠାରୁ ଆରମ୍ଭ କରି କୋଇଲା ଖଣି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରର ୨୫ କୋଟିରୁ ଅଧିକ କର୍ମଚାରୀ । ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନର ମିଳିତ ମଞ୍ଚ ଦ୍ୱାରା ଡକରାଯାଇଥିବା ଏହି…

ଘଣ୍ଟାକରେ ପାଣିରେ ମିଳେଇବ ପ୍ଲାଷ୍ଟିକ୍!

ନୂଆଦିଲ୍ଲୀ: ବର୍ତ୍ତମାନ ପ୍ଲାଷ୍ଟିକ୍ ମୁଣ୍ଡ ବ୍ୟଥାର କାରଣ । ଭାରତରେ ପ୍ଲାଷ୍ଟିକ ଅଳିଆ ଏକ ସମସ୍ୟା ପାଲଟିଛି । ପ୍ରତିଦିନ ଲକ୍ଷ ଲକ୍ଷ ଟନ୍ ପ୍ଲାଷ୍ଟିକ୍ ଅଳିଆ ସମୁଦ୍ରରେ ପଡୁଛି । ଯାହା ଚିନ୍ତା ବଢାଇଥିବା ବେଳେ ପ୍ଲାଷ୍ଟିକ୍ ଅପଚୟ ନେଇ ଏକ ବଡ ଆଶ୍ବସ୍ତିକର ରିସର୍ଚ୍ଚ ସାମ୍ନାକୁ ଆସିଛି ।…

ରାଜ୍ୟ ସଭାପତି ଭାବେ ମନମୋହନଙ୍କ ନାଁରେ ବାଜିଲା ମୋହର

ଭୁବନେଶ୍ୱର: ପୁଣି ଥରେ ରାଜ୍ୟ ବିଜେପି ସଭାପତି ପଦରେ ବସିଲେ ମନମୋହନ ସାମଲ। ଏନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ବିଧିବଦ୍ଧ ଭାବେ ଘୋଷଣା କଲେ ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ବାଲ। ସୂଚନା ଅନୁଯାୟୀ, ଲଗାତର ଦ୍ବିତୀୟ ଏବଂ ମୋଟ୍ ଚତୁର୍ଥ ଥର ପାଇଁ ନିର୍ଦ୍ବନ୍ଦ୍ବରେ ରାଜ୍ୟ…

ମୁଣ୍ଡଳୀ ଛୁଇଁଲା ହୀରାକୁଦରୁ ନିଷ୍କାସିତ ଜଳ: ପ୍ରବାହିତ ହେଉଛି ୮୭ ହଜାରରୁ ଅଧିକ କ୍ୟୁସେକ ଜଳ

ଭୁବନେଶ୍ବର: ମୁଣ୍ଡଳୀ ଛୁଇଁଲା ହୀରାକୁଦ ବନ୍ୟା ଜଳ । ହୀରାକୁଦ ୨୦ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିବା ବେଳେ ମହାନଦୀ ଫୁଲିବାରେ ଲାଗିଛି । ଧୀରେ ଧୀରେ କଟକ ମୁଣ୍ଡଳି ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି ଆଜି ସକାଳ ୮ଟା ସୁଦ୍ଧା ମୁଣ୍ଡଳି ଜଳସ୍ତର ୮୭,୭୦୦ କ୍ୟୁସେକ ଜଳ ପ୍ରବାହିତ ହେୁଛି…

ବ୍ରାସିଲିଆରେ ମୋଦିଙ୍କୁ ଭବ୍ୟ ସ୍ବାଗତ: ସଂସ୍କୃତି ମନ୍ତ୍ରୋଚ୍ଚାରରେ ମନ୍ତ୍ରମୁଗ୍ଧ ହେଲେ ପ୍ରଧାନମନ୍ତ୍ରୀ…..

ନୂଆଦିଲ୍ଲୀ: ରିଓ ଡି ଜେନେରିଓରେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବ୍ରାଜିଲର ରାଜଧାନୀ ବ୍ରାସିଲିଆରେ ପହଞ୍ଚିଛନ୍ତି। ବ୍ରାସିଲିଆରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିମାନବନ୍ଦରରେ ଏକ ଭବ୍ୟ ସ୍ୱାଗତ କରାଯାଇଥିଲା। ବିମାନବନ୍ଦରରେ…

ପୁଣି ନୋବେଲ୍ ପାଇଁ ମନୋନୀତ ହେଲେ ଟ୍ରମ୍ପ: ଦୋହରାଇଲେ ଭାରତ-ପାକିସ୍ତାନ ମଧ୍ୟସ୍ଥି…..କହିଲେ, ‘ବହୁତ ଯୁଦ୍ଧ…

ନୂଆଦିଲ୍ଲୀ: ପୂର୍ବରୁ ପାକିସ୍ତାନ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ନୋବେଲ୍ ପ୍ରାଇଜ୍ ପାଇଁ ମନୋନୀତ କରିଥିବା ବେଳେ ଏବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛନ୍ତି।…