YouTube କଲା ବଡ଼ ଘୋଷଣା, ଚେକ୍ କରନ୍ତୁ ବଦଳିଯାଇଥିବ ଆପଣଙ୍କ ଆକାଉଣ୍ଟ ସେଟିଂ
ନୂଆଦିଲ୍ଲୀ: ଯଦି ଆପଣଙ୍କ ପିଲା YouTube ଦେଖୁଛି ଏବଂ ଆପଣ ଚିନ୍ତିତ ଯେ ସେ ଅନୁପଯୁକ୍ତ ଭିଡିଓ ଦେଖିପାରେ, ତେବେ YouTube ଏକ ନୂଆ AI ଟୁଲ୍ ଆଣିଛି ଯାହା ଆପଣଙ୍କ ପିଲାଙ୍କୁ ପ୍ରାପ୍ତବୟସ୍କ ବିଷୟବସ୍ତୁ (ଆଡଲ୍ଟ କଣ୍ଟେଣ୍ଟ) ଦେଖିବାରୁ ରୋକିବ। ଏଥିପାଇଁ YouTube ତା’ର ଏଜ୍ ଏଷ୍ଟିମେସନ୍…