ଏହି ଦିନ ଓଟିଟି ପ୍ଲାଟ୍ଫର୍ମରେ ରିଲିଜ କରିବ ମୁଭି ‘ସାଇନା’
ମୁମ୍ବାଇ: ମାର୍ଚ୍ଚ ୨୬ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ପରିଣୀତି ଚୋପ୍ରାଙ୍କ 'ସାଇନା' ଫିଲ୍ମ ଖୁବ ଶୀଘ୍ର ଆମାଜନ ପ୍ରାଇମ ଭିଡିଓରେ ରିଲିଜ କରିବ। ଭାରତୀୟ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍ ସାଇନା ନେହୱାଲଙ୍କ ବାୟୋପିକ୍ ଏପ୍ରିଲ୍ ୨୩ ରେ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବ।
ଏହି…