ମାଓବାଦୀଙ୍କ ବର୍ବର କାଣ୍ଡ: ପୁଣି ଜଣେ ପୂର୍ବତନ ସରପଞ୍ଚକୁ ହତ୍ୟା
ମାଲକାନଗିରି: ଜଣେ ପୂର୍ବତନ ସରପଞ୍ଚକୁ ହତ୍ୟା କଲେ ମାଓବାଦୀ। ଛତିଶଗଡ଼ ବିଜାପୁର ଜିଲ୍ଲାର ଚିତ୍ରାକୋଡେପାଲ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ମାଓବାଦୀଙ୍କ ବର୍ବର କାଣ୍ଡ ପରେ ମାଓ ଅପରେସନ୍ ଜୋରଦାର। ଏହି ଘଟଣା ପରେ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଛି।
ଛତିଶଗଡ଼ରେ…