Latest Odisha News

BREAKING NEWS

୧୬ ବିଲିୟନରୁ ଅଧିକ ପାସୱାର୍ଡ ଲିକ୍‌: Google ଓ Facebook ୟୁଜର୍ସଙ୍କ ପାଇଁ ଆଲର୍ଟ

ନୂଆଦିଲ୍ଲୀ : ଭାରତର ସାଇବର ସୁରକ୍ଷା ଏଜେନ୍ସି CERT-In ଏକ ବଡ଼ ଆଲର୍ଟ ଜାରି କରିଛି, ଯେଉଁଥିରେ କୁହାଯାଇଛି ଯେ ବିଶ୍ୱବ୍ୟାପୀ ୧୬ ବିଲିୟନରୁ ଅଧିକ ପାସୱାର୍ଡ ଲିକ୍‌ ହୋଇଛି। ଏହା ଏପର୍ଯ୍ୟନ୍ତ ହୋଇଥିବା ସବୁଠାରୁ ବଡ଼ ଡାଟା ଲିକ୍‌ ଘଟଣାମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି କୁହାଯାଉଛି। ଏହାର…

କାହିଁକି ସରକାରୀ ବଙ୍ଗଳା ଖାଲି କରୁନାହାନ୍ତି ପୂର୍ବତନ ସିଜେଆଇ; ରଖିଲେ ସ୍ପଷ୍ଟୀକରଣ 

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଅବସର ପରେ ମଧ୍ୟ ସରକାରୀ ବଙ୍ଗଳାରେ ରହିବା ସମ୍ପର୍କରେ ସ୍ପଷ୍ଟୀକରଣ ରଖିଛନ୍ତି। ଚନ୍ଦ୍ରଚୂଡ଼ ତାଙ୍କ ଝିଅର ବିଶେଷ ସ୍ୱାସ୍ଥ୍ୟ ଆବଶ୍ୟକତାକୁ ବିଳମ୍ବର କାରଣ ବୋଲି ଦର୍ଶାଇଛନ୍ତି। ମୋ ପାଖରେ ଥିବା ସରକାରୀ…

ଏତେ ଶସ୍ତାରେ ମିଳୁଛି ହେଲିକପ୍ଟର ? କିଛି ସମୟ ପାଇଁ ଲାଗିଲା ଅଫର !

ନୂଆଦିଲ୍ଲୀ : ଦିଲ୍ଲୀରୁ ପାଟଣା, ଲକ୍ଷ୍ନୌରୁ ହାଇଦ୍ରାବାଦ ପର୍ଯ୍ୟନ୍ତ, ରାସ୍ତାରେ ଚାଲିଲେ ଅନେକ ସମୟରେ ସେଲ୍‌ର ଅଫର ଲାଗିଥିବା ଦେଖାଯାଏ। ସେଲ୍‌ ଅର୍ଥାତ ସସ୍ତା ଦାମରେ ଜିନିଷ। ସମୟ ଥିଲେ ଲୋକେ ଏହି ଦୋକାନଗୁଡ଼ିକ ଭିଡ଼ ଲଗାନ୍ତି । ଅନେକ ସମୟରେ ଗାଡ଼ି ସେଲ୍‌ ଲାଗୁଥିବାର ପୋଷ୍ଟ ମଧ୍ୟ…

ଏଟିଏମ୍ କାଟି ଲୁଟିନେଲେ ବିପୁଳ ପରିମାଣର ଟଙ୍କା

ସୋରୋ: ବାଲେଶ୍ୱରର ସୋରୋ ଥାନା ଅନ୍ତର୍ଗତ ବାଗୁଡ଼ି-ଯୋଡାମ୍ବା ଛକରେ ଥିବା ଏକ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମରୁ ଦୁର୍ବୃତ୍ତମାନେ ବିପୁଳ ପରିମାଣର ଟଙ୍କା କରିଛନ୍ତି। ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ପ୍ରଥମେ କ୍ୟାମେରା ଲେନ୍ସରେ କଳା ରଙ୍ଗ ସ୍ପ୍ରେ କରି ସିସିଟିଭିକୁ ଅକ୍ଷମ…

AI ମାଧ୍ୟମରେ ଭିଡିଓ ବନାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ସୁଯୋଗ, ଜାଣନ୍ତୁ ଚମତ୍କାର ଉପାୟ

ନୂଆଦିଲ୍ଲୀ: ଆଜିର ଡିଜିଟାଲ ଯୁଗରେ ଭିଡିଓ କଣ୍ଟେଣ୍ଟର ଚାହିଦା ବଢ଼ିବାରେ ଲଗଛି। କିନ୍ତୁ ସମସ୍ତଙ୍କ ପାଖରେ କ୍ୟାମେରା ନଥାଏ କିମ୍ବା ସୁଟିଂ ଓ ଏଡିଟିଂ ପାଇଁ ସମୟ ମିଳେ ନାହିଁ। ଏପରି ପରିସ୍ଥିତିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଭିଡିଓ ଜେନେରେସନ ଟୁଲ୍ସ ଏକ ନୂଆ ଓ ସହଜ ସମାଧାନ ହୋଇ…

ବିପର୍ଯ୍ୟୟ ସହାୟତା ପାଇଁ ପହଞ୍ଚିଲେ କଙ୍ଗନା…କହିଲେ,‘ନା ମୋ ପାଖରେ ପାଣ୍ଠି ଅଛି, ନା କ୍ୟାବିନେଟ୍’

ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତ, ରବିବାର ହିମାଚଳ ପ୍ରଦେଶର ମଣ୍ଡିରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ଏହି ସମୟରେ ସେ କିଛି ଅଜବ ମନ୍ତବ୍ୟ ଦେଇଥିଲେ, ଯେତେବେଳେ ସେ କହିଥିଲେ ଯେ ତାଙ୍କର କୌଣସି କ୍ୟାବିନେଟ୍ ପଦବୀ ନାହିଁ କିମ୍ବା ବିପର୍ଯ୍ୟୟ…

ରାଫେଲକୁ ବଦନାମ କରିବାକୁ ଚେଷ୍ଟା କରିଥିଲା ଚୀନ: ଫ୍ରାନ୍ସର ଗୁଇନ୍ଦା ରିପୋର୍ଟ କଲା ବଡ ଖୁଲାସା….

ନୂଆଦିଲ୍ଲୀ: ପାକିସ୍ତାନ ବିରୁଦ୍ଧରେ ଭାରତର ସଫଳ ଅପରେସନ୍ ସିନ୍ଦୁର ପରେ, ଚୀନ୍ ଏକ ବଡ଼ ଦୁଃସାହସିକତା କରିଥିଲା। ଚୀନ୍ ତାର ଦୂତାବାସ ମାଧ୍ୟମରେ ଫ୍ରାନ୍ସର ରାଫେଲ୍ ଜେଟ୍‌ର ବିଶ୍ୱ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଥିଲା । ଅପରେସନ ସିନ୍ଦୂର ପରେ ଚୀନ୍ ରାଫେଲ୍ ସମ୍ପର୍କରେ…

ଲଘୁଚାପ ପ୍ରଭାବରେ ଭିଜୁଛି ସାରା ଓଡ଼ିଶା

ଭୁବନେଶ୍ୱର: ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହା ଆସନ୍ତା ୨-୩ ଦିନ ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ଆଡ଼େ ମୁହାଁଇବ। ଲଘୁଚାପ ପ୍ରଭାବରେ…

‘ହାସ୍ୟସ୍ପଦ…ଲାଇନଚ୍ୟୁତ…’, ଏଲନଙ୍କ ନୂଆ ଦଳ ନେଇ କିଛି ଏପରି କହିଲେ ରାଷ୍ଟ୍ରପତି ଟ୍ରମ୍ପ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବଢ଼ୁଥିବା ସାର୍ବଜନୀନ ମୁକାବିଲା ମଧ୍ୟରେ, ଟେକ୍ କୋଟିପତି ଏଲନ ମସ୍କ ତାଙ୍କର ନୂତନ ରାଜନୈତିକ ଦଳ 'ଆମେରିକା ପାର୍ଟି' ଘୋଷଣା କରିଛନ୍ତି। ରବିବାର ଡୋନାଲ୍ଡ ଟ୍ରମ୍ପ ତାଙ୍କ ପୂର୍ବତନ ପରାମର୍ଶଦାତା ଏବଂ ନିକଟତର ସହଯୋଗୀ ଏଲୋନ…

ଟ୍ରମ୍ପଙ୍କ ଖୋଲା ଧମକ, ‘ବ୍ରିକ୍ସ ନୀତି ସହ ହାତ ମିଳାଇଲେ ଲାଗିବ ଅତିରିକ୍ତ ୧୦% ଶୁଳ୍କ’, ସାମିଲ ଅଛି ଭାରତ….

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ହ୍ୟାଣ୍ଡେଲ ଟ୍ରୁଥ୍ ସୋସିଆଲରେ ଏକ ଖୋଲା ଧମକ ଦେଇଛନ୍ତି। ସେ କହିଛନ୍ତି, ଯେକୌଣସି ଦେଶ ଯିଏ ବ୍ରିକ୍ସର ଆମେରିକୀୟ ବିରୋଧୀ ନୀତିରେ ସାମିଲ ହେବ, ତାଙ୍କ ଉପରେ ଅତିରିକ୍ତ ୧୦ ପ୍ରତିଶତ ଶୁଳ୍କ ଲାଗୁ କରାଯିବ। ଏହି ନୀତିରେ…