Latest Odisha News

BREAKING NEWS

‘ହାସ୍ୟସ୍ପଦ…ଲାଇନଚ୍ୟୁତ…’, ଏଲନଙ୍କ ନୂଆ ଦଳ ନେଇ କିଛି ଏପରି କହିଲେ ରାଷ୍ଟ୍ରପତି ଟ୍ରମ୍ପ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବଢ଼ୁଥିବା ସାର୍ବଜନୀନ ମୁକାବିଲା ମଧ୍ୟରେ, ଟେକ୍ କୋଟିପତି ଏଲନ ମସ୍କ ତାଙ୍କର ନୂତନ ରାଜନୈତିକ ଦଳ 'ଆମେରିକା ପାର୍ଟି' ଘୋଷଣା କରିଛନ୍ତି। ରବିବାର ଡୋନାଲ୍ଡ ଟ୍ରମ୍ପ ତାଙ୍କ ପୂର୍ବତନ ପରାମର୍ଶଦାତା ଏବଂ ନିକଟତର ସହଯୋଗୀ ଏଲୋନ…

ଟ୍ରମ୍ପଙ୍କ ଖୋଲା ଧମକ, ‘ବ୍ରିକ୍ସ ନୀତି ସହ ହାତ ମିଳାଇଲେ ଲାଗିବ ଅତିରିକ୍ତ ୧୦% ଶୁଳ୍କ’, ସାମିଲ ଅଛି ଭାରତ….

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ହ୍ୟାଣ୍ଡେଲ ଟ୍ରୁଥ୍ ସୋସିଆଲରେ ଏକ ଖୋଲା ଧମକ ଦେଇଛନ୍ତି। ସେ କହିଛନ୍ତି, ଯେକୌଣସି ଦେଶ ଯିଏ ବ୍ରିକ୍ସର ଆମେରିକୀୟ ବିରୋଧୀ ନୀତିରେ ସାମିଲ ହେବ, ତାଙ୍କ ଉପରେ ଅତିରିକ୍ତ ୧୦ ପ୍ରତିଶତ ଶୁଳ୍କ ଲାଗୁ କରାଯିବ। ଏହି ନୀତିରେ…

ମାନବଜାତି ପାଇଁ ବଡ ଚ୍ୟାଲେଞ୍ଜ ହେଉଛି ଆତଙ୍କବାଦ: ବ୍ରିକ୍ସରେ ମୋଦିଙ୍କ ଚେତାବନୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାଜିଲର ରିଓ ଡି ଜେନେରିଓରେ ଅନୁଷ୍ଠିତ ୧୭ତମ ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦ ପ୍ରସଙ୍ଗ ଉଠାଇଥିଲେ। ଏଥିସହିତ ୨୨ ଏପ୍ରିଲରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ସମଗ୍ର ମାନବଜାତି ଉପରେ ବଡ ଆକ୍ରମଣ ବୋଲି…

ଆଜି ରଥାରୂଢ଼ ମହାପ୍ରଭୁଙ୍କ ଅଧରପଣା ନୀତି

ପୁରୀ: ସିଂହଦ୍ୱାରରେ ତିନି ଠାକୁର । ଗୋଟିଏ ପରେ ଗୋଟିଏ ନୀତିକାନ୍ତି ଚାଲିଛି ରଥାରୁଢ ଠାକୁରଙ୍କର । ଭଳିକି ଭଳି ବେଶରେ ଠାକୁରଙ୍କୁ ଦେଖି ନିଜକୁ ଧନ୍ୟ ମନେ କରୁଛନ୍ତି ଭକ୍ତ । ଗତକାଲି ସୁନବେଶ ସରିବା ପରେ ଆଜି ପ୍ରଭୁଙ୍କର ହେବ ଅଧରପଣା ନୀତି । ସୂଚନା ଅନୁଯାୟୀ, ଆଜି ଅପରାହ୍ନ ୪ଟା…

ଭିଟାମିନ୍-E ଅଭାବରୁ ଏହି ରୋଗ ହେବାର ସମ୍ଭାବନା ଅଧିକ..

ଭୁବନେଶ୍ବର:ଭିଟାମିନ୍ ଇ ଏକ ଜରୁରୀ ଆଣ୍ଟିଅକ୍ସିଡାଣ୍ଟ ;ଯାହା ଶରୀରର କୋଷଗୁଡ଼ିକୁ ମୁକ୍ତ ରାଡିକାଲ୍ସରୁ ରକ୍ଷା କରେ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ ​​କରେ। ଏହା ଚର୍ମ, ଆଖି, ମାଂସପେଶୀ ଏବଂ ମସ୍ତିଷ୍କର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଯଦି ଶରୀରରେ ଏହାର…

ଶ୍ରୀ ଭାଗବତ ସାର ୯୦: ଯେଉଁ ପ୍ରାଣୀ ପରମେଶ୍ୱରଙ୍କ ସ୍ୱତନ୍ତ୍ର କୃପା ଲାଭ କରିଥାଏ ସେ ହିଁ ଦିବ୍ୟ କର୍ମରେ ନିଜକୁ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଚର୍ଚ୍ଚାର ମୂଖ୍ୟ ସ୍ଥଳି ନୈମିଷାରଣ୍ୟର ସନ୍ଧାନ କିପରି ମିଳିଲା ସେହି ପ୍ରସଙ୍ଗ ଆଲୋଚନା ଅବସରରେ ଆମେ ଜାଣିଲେ, ମହର୍ଷି ଭରଦ୍ୱାଜଙ୍କ ଆଶ୍ରମରେ ପହଂଚି ଋଷି ପୁତ୍ର ଶୌନକ ଓ ତାଙ୍କ ସାଥି ମାନେ ମହର୍ଷିଙ୍କ ପ୍ରଶ୍ନର…

ବରିଷ୍ଠ ନେତା ସଂଗ୍ରାମ କେଶରୀ ମହାନ୍ତିଙ୍କ ପରଲୋକ, ରାଜ୍ୟ ବିଜେପିର ଶୋକ ପ୍ରକାଶ

ଭୁବନେଶ୍ୱର: ବରିଷ୍ଠ ନେତା ତଥା ଅବିଭକ୍ତ କଟକ ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି ସଂଗ୍ରାମ କେଶରୀ ମହାନ୍ତିଙ୍କ ନିଜ ପୈତୃକ ଗ୍ରାମ ଜଗତସିଂହପୁରରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ତାଙ୍କ ପରଲୋକରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଅନେକ ବରିଷ୍ଠ…

ପହଞ୍ଚିଲେ ୟୁକେ ଟେକ୍ନିକାଲ ଏକ୍ସପର୍ଟ, ଏମଆରଓକୁ ସିଫ୍ଟ ହେଲା ବ୍ରିଟିଶ ନେଭିର F-35 ଯୁଦ୍ଧ ବିମାନ

କେରଳ: ପ୍ରାୟ ଏକ ମାସ ଧରି ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ଛିଡା ହୋଇଥିବା ବ୍ରିଟିଶ ରୟାଲ ନୌସେନାର ହାଇ-ଟେକ୍ ଲଢ଼ୁଆ ବିମାନ F-35B ଶେଷରେ ରବିବାର ସ୍ଥାନାନ୍ତରିତ ହୋଇଛି। ବ୍ରିଟେନ ରୟାଲ ଏୟାରଫୋର୍ସର ଟେକ୍ନିକାଲ ଟିମ୍ ଏହାକୁ ମରାମତି କରି ଫେରସ୍ତ ନେଇଯିବାକୁ ଉଦ୍ୟମ…

ଏନ୍‌ଏଚ୍‌-୧୬ରେ ଓଲଟିଲା ବସ୍‌; ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ଯାଜପୁର:ଏନ୍‌ଏଚ୍‌-୧୬ରେ ଯାଜପୁର କୁଆଖିଆ ଥାନା ମୂଳାପାଳ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ବସ୍‌ । ରବିବାର ରାତି ପ୍ରାୟ ୯ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି । ବସ୍‌ଟି କଟକରୁ ବରୀ ଯିବା ବାଟରେ ଓଲଟି ପଡ଼ିଲା । ବସ୍‌ରେ ୪୫ରୁ…

ନିଆଁ ଲାଗିବା ଗୁଜବ ଶୁଣି ବିମାନରୁ ଡେଇଁ ପଡ଼ିଲେ ଯାତ୍ରୀ, ୧୮ ଆହତ

ନୂଆଦିଲ୍ଲୀ: ସ୍ପେନରୁ ମଞ୍ଚେଷ୍ଟର ଯାଉଥିବା ରୟାନ ଏୟାର ଫ୍ଲାଇଟରେ ନିଆଁ ଗୁଜବ ଯୋଗୁଁ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି । ବିମାନ ଟେକଅଫ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ନିଆଁ ଲାଗିବା ଆଲର୍ଟ ମିଳିଥିଲା ।   ଏହାପରେ ପ୍ଲେନକୁ ରନୱେରେ ଅଟକାଇ ଦିଆଯାଇଥିଲା । କର୍ମଚାରୀ…