Latest Odisha News

BREAKING NEWS

SIM କାର୍ଡକୁ ନେଇ ଆସିଲା ସାଂଘାତିକ ଖବର, ସତର୍କ ହୁଅନ୍ତୁ ନହେଲେ…

ନୂଆଦିଲ୍ଲୀ: ଦୂରସଂଚାର ବିଭାଗ (DoT) ଦେଶବ୍ୟାପୀ ଲକ୍ଷ ଲକ୍ଷ ମୋବାଇଲ ଉପଭୋକ୍ତାଙ୍କୁ ସାଇବପ ଅପରାଧୀଙ୍କଠାରୁ ସତର୍କ ରହିବାକୁ ପରାମର୍ଶ ଦେଇଛି, ଯେଉଁମାନେ ସିମ୍‌ କାର୍ଡ ସେବାର ପ୍ରତିନିଧି ସାଜି ଲୋକଙ୍କୁ ଠକିବାକୁ ଚେଷ୍ଟା କରୁଛନ୍ତି। ଏହି ଚେତାବନୀ DoTର ଅଧିକାରିକ X ଆକାଉଣ୍ଟ ମାଧ୍ୟମରେ…

ଦୁଇ ମାସରେ ଆରମ୍ଭ ହେବ ମସ୍କଙ୍କ Starlink ଇଣ୍ଟରନେଟ ସର୍ଭିସ, ଜାଣନ୍ତୁ କେତେ ରହିବ ଦାମ୍

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ମାଲିକାନାଧୀନ ସାଟେଲାଇଟ ଇଣ୍ଟରନେଟ ସେବା ପ୍ରଦାନକାରୀ କମ୍ପାନୀ ଷ୍ଟାରଲିଙ୍କକୁ ସମ୍ପ୍ରତି ଭାରତରେ ସେବା ଆରମ୍ଭ କରିବା ପାଇଁ ଅନୁମତି ମିଳିଛି। ତିନି ବର୍ଷ ପୂର୍ବେ କମ୍ପାନୀ ଏହି ଅନୁମତି ପାଇଁ ଆବେଦନ କରିଥିଲା ଏବଂ ତିନି ବର୍ଷ…

ସ୍କୁଲ ଗ୍ରେଡିଂ ସିଷ୍ଟମ: ଜାତୀୟ ସ୍ତରରେ ୫ମ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର: ଓଡିଶାକୁ ଆଉ ଏକ ସଫଳତା। ସ୍କୁଲ ଗ୍ରେଡିଂ ସିଷ୍ଟମରେ ଜାତୀୟ ସ୍ତରରେ ପଞ୍ଚମ ସ୍ଥାନରେ ଓଡ଼ିଶା। କେନ୍ଦ୍ର ସରକାରଙ୍କ ଦ୍ବାରା ପରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ (PGI-2.0) ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ସ୍କୁଲ ଗ୍ରେଡିଂ ସିଷ୍ଟମରେ ଜାତୀୟ ସ୍ତରରେ ଓଡ଼ିଶା ୫ମ ସ୍ଥାନ ହାସଲ କରିଛି।…

ସବୁ ପଞ୍ଚାୟତରେ ଗଠନ ହେବ ସମବାୟ ସମିତି, ମିଳିବ ଅନେକ ପ୍ରକାର ସୁବିଧା

ଭୁବନେଶ୍ୱର: ୨୦୨୬ ଜାନୁଆରୀ ୩୧ ସୁଦ୍ଧା ଆସିବ ନୂଆ ସମବାୟ ନୀତି। ଦିଲ୍ଲୀରୁ ଫେରି ସୂଚନା ଦେଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। କେନ୍ଦ୍ର ଗୃହ, ସମବାୟ ମନ୍ତ୍ରୀ ଶାହଙ୍କ ସହ ବୈଠକ ପରେ ଦେଲେ ସୂଚନା। ମନ୍ତ୍ରୀଙ୍କ କହିବା ଅନୁଯାୟୀ, ରାଜ୍ୟର ସବୁ ପଞ୍ଚାୟତରେ ଗଠନ ହେବ ସମବାୟ ସମିତି।…

ଜୟ ଜଗନ୍ନାଥ ଧ୍ୱନିରେ କମ୍ପିଲା ମାଞ୍ଚେଷ୍ଟର; ମହାସମାରୋହରେ ପାଳନ ହେଲା ରଥଯାତ୍ରା

ମାଞ୍ଚେଷ୍ଟର: ଇଂଲଣ୍ଡର ମାଞ୍ଚେଷ୍ଟର ମହାନଗରୀଠାରେ ପଞ୍ଚମ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ଏହି ଉପଲକ୍ଷେ ଚାରି ଦିଅଁ ବିରାଜମାନ କରୁଥିବା ଗୀତା ଭବନକୁ ବେଶ ଚିତ୍ତାକର୍ଷକ ଭାବରେ ସଜା ଯାଇଥିଲା। ଏଠାରେ ମୁଖ୍ୟ ପୂଜାରୀ ପଣ୍ଡିତ ଶ୍ୟାମ ସୁନ୍ଦର ଶର୍ମାଙ୍କର ତତ୍ତ୍ଵାବଧାନରେ…

କନ୍ଧମାଳ ପୋଲିସକୁ ବଡ଼ ସଫଳତା, ୨ ମାଓବାଦୀ ଗିରଫ

ଫୁଲବାଣୀ: ୨ ମାଓବାଦୀଙ୍କୁ ଗିରଫ କଲା କନ୍ଧମାଳ ପୋଲିସ। ସିପିଆଇ ମାଓବାଦୀ ଏରିଆ କମିଟି ସଦସ୍ୟ ଅଜୟ ଓ ମଞ୍ଜୁ ଗିରଫ ହୋଇଥିବା ସୂଚନ ରହିଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସତଳଦା ନିକଟରେ ଉଭୟ ମାଓବାଦୀଙ୍କୁ କାବୁ କଲା ପୋଲିସ। ସୂଚନା ଥାଉଖି ଦିନକ ପୂର୍ବରୁ କନ୍ଧମାଳ ଜିଲ୍ଲାର…

ଏସିଆ କପ ହକି: ଭାରତ ଗସ୍ତରେ ଆସିପାରେ ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏବେ ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଛି । ଏହା ସତ୍ୱେ ହକି ଏସିଆ କପ ଓ ଜୁନିୟର ହକି ବିଶ୍ୱକପ ପାଇଁ ଭାରତକୁ ଆସିବାରେ ପାକିସ୍ତାନକୁ ରୋକା ଯିବନି ବୋଲି କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ବିଭିନ୍ନ ଚାପ ସତ୍ୱେ ଆନ୍ତର୍ଜାତୀୟ…

ଜୁଲାଇ ୬ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ

ଭୁବନେଶ୍ୱର: ପାରମ୍ପରିକ ପୂଜା ପରେ ଜୁଲାଇ ୬ ତାରିଖରେ ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ। ସମ୍ବଲପୁରରେ ଥିବା ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ବୃଦ୍ଧି ପାଉଛି। ଯାହାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ଏହି…

୩ଭାରତୀୟଙ୍କୁ ଅପହରଣ କଲେ ଆତଙ୍କବାଦୀ; ସୁରକ୍ଷିତ ମୁକ୍ତି ପାଇଁ ଭାରତ ସରକାରଙ୍କ ପ୍ରୟାସ ଆରମ୍ଭ

ନୂଆଦିଲ୍ଲୀ:ପଶ୍ଚିମ ଆଫ୍ରିକୀୟ ଦେଶ ମାଲିର ବିଭିନ୍ନ ସ୍ଥାନରେ ଅଲକାଏଦା ସହ ଜଡିତ ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ଆକ୍ରମଣ ହୋଇଛି । ଏହି ସମୟରେ ତିନି ଜଣ ଭାରତୀୟଙ୍କୁ ସେମାନେ ଅପହରଣ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ଗୁରୁବାର ଦିନ ଅଧିକାରୀମାନେ ଏହା ନିଶ୍ଚିତ କରିଛନ୍ତି। ତେବେ ଏହା ଉପରେ…

ଆଉ ୪ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗାଙ୍ଗେୟ ପଶ୍ଚିମବଙ୍ଗ ସଂଲଗ୍ନ ଉତ୍ତର ଓଡ଼ିଶାରେ ସୃଷ୍ଟ ଏକ ଘୂର୍ଣ୍ଣିବଳୟ ପ୍ରଭାବରେ ଜୁଲାଇ ୬ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି। ତେବେ ଏହା ଉତ୍ତର-ପୂର୍ବ ଆରବ ସାଗରରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ଼ ଦେଇ…