Removal of grave of Afzal Guru: ତିହାର ଜେଲରୁ ଅଫଜଲ ଗୁରୁର କବର ହଟାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ ଦାଖଲ
ନୂଆଦିଲ୍ଲୀ: ତିହାର ଜେଲରୁ ଆତଙ୍କବାଦୀ ମକବୁଲ ଭଟ୍ଟ ଏବଂ ଅଫଜଲ ଗୁରୁର କବର ହଟାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି। ଆତଙ୍କବାଦ ସମ୍ପର୍କିତ ଅପରାଧ ପାଇଁ ସେମାନଙ୍କୁ ଫାଶୀ ଦିଆଯାଇଥିଲା। ଦିଲ୍ଲୀର ସେଣ୍ଟ୍ରାଲ ଜେଲ ତିହାରରୁ ମହମ୍ମଦ ମକବୁଲ ଭଟ୍ଟ ଏବଂ ମହମ୍ମଦ ଅଫଜଲ…