Latest Odisha News

BREAKING NEWS

ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ

ପୁରୀ: ଶ୍ରୀକ୍ଷେତ୍ରରେ ଆମ୍ଭ ହୋଇଛି ମହାପ୍ରଭୁଙ୍କ ପହଣ୍ଡି । ଗୋଟି ପହଣ୍ଡିରେ ଆସି ରଥାରୁଢ଼ ହୋଇଛନ୍ତି ଶ୍ରୀସୁଦର୍ଶନ । ଏହାପରେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ପହଣ୍ଡି ଚାଲିଛି । ଏହାପରେ ଦେବୀ ସୁଭଦ୍ରା ଓ ଶେଷରେ ଗୋଟି ପହଣ୍ଡିରେ ଆସି ରଥାରୁଢ଼ ହେବେ ଜଗତର ନାଥ ଶ୍ରୀଜଗନ୍ନାଥ ।

ସକାଳ ୮ଟାରୁ ୧୦ ଟା ଭିତରେ ଶ୍ରୀଜିଉମାନଙ୍କର ପହଣ୍ଡି ସାରିବାକୁ ନୀତି ନିର୍ଘଣ୍ଟ ହୋଇଛି । ନିର୍ଦ୍ଧାରିତ ସମୟ ଆଗରୁ ଶ୍ରୀଜିଉଙ୍କର ବାହୁଡ଼ା ପହଣ୍ଡି ସରିବା ବୋଲି ଆଶା କରାଯାଉଛି । ମଧ୍ୟାହ୍ଣ ୧୨ଟାରେ ଆରମ୍ଭ ହେବ ରଥଟଣା । ଆଜି ପୁରୀରୁ ପ୍ରବଳ ଖରା ହେଉଛି । ଏହାକୁ ଦୃଷ୍ଟିରେ ରଖି ଶରଧାବାଲିରେ ପାଣି ସିଞ୍ଚନ କରାଯାଉଛି ।

Leave A Reply

Your email address will not be published.