ଜମ୍ମୁ-କାଶ୍ମୀର: କାଶ୍ମୀର ପ୍ରସଙ୍ଗକୁ ନେଇ ସମ୍ପୁର୍ଣ୍ଣ ଭାବେ ହାର ମାନିଛି ପାକିସ୍ତାନ । ତଥାପି କାଶ୍ମୀରକୁ ଛାଡ଼ି ପାରୁନି ପାକିସ୍ତାନ । ଅନ୍ତଜାର୍ତିକ ସ୍ତରରେ ଏହି ପ୍ରସଙ୍ଗକୁ ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଉଠାଇଥିଲେ ମଧ୍ୟ କୌଣସି ଲାଭ ହୋଇନଥିଲା । କାଶ୍ମୀର ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି କୁହଯାଇଥିଲା । ଯାହା ପରେ କୌଣସି ଦେଶ ଏହି ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଚାହିଁଥିଲେ ମଧ୍ୟ କରିପାରିନଥିଲେ । ଏକ ସାକ୍ଷାତକାରେ ପୁଣି ଥରେ ଏହି କଥାକୁ ଦୋହରାଇଛନ୍ତି ଇମରାନ ।
ଭାରତରେ ମୋଦି ସରକାର ଶାସନ ଚାଲିଥିବା ପର୍ଯ୍ୟନ୍ତ କାଶ୍ମୀର ପ୍ରସଙ୍ଗର କୌଣସି ସମାଧାନ ହୋଇପାରିବ ନାହିଁ ବୋଲି ଇମରାନ କହିଛନ୍ତି । କାରଣ ନାଜି ଓ ହିଟଲରଙ୍କ ବିଚାରଧାରକୁ ଅନୁସରଣ କରୁଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ଏବଂ ନରେନ୍ଦ୍ର ମୋଦୀ । ଯାହା ପାଇଁ ମୋଦୀଙ୍କ କାର୍ଯ୍ୟକାଳ ଥିବା ପର୍ଯ୍ୟନ୍ତ ଏହାର ସମାଧାନ ଅସମ୍ଭବ । ହେଲେ ଭବିଷ୍ୟତରେ ଜଣେ ମଜବୁତ ଭାରତୀୟଙ୍କ ନେତୃତ୍ୱରେ କାଶ୍ମୀର ସମାଧାନର ନିଷ୍କର୍ସ ବାହାରିବା ବୋଲି ସେ ଆଶା ରଖିଥିବା କହିଛନ୍ତି ।
BREAKING NEWS
- LPG ଗୁଜବକୁ ନେଇ କେନ୍ଦ୍ର ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ, ତୁରନ୍ତ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ
- ଡିଜେଲର ମୂଲ୍ୟ ଲିଟର ପିଛା ୫୨୦.୩୫ ଟଙ୍କା ବୃଦ୍ଧି
- Russia Offers To India: ପ୍ରକୃତ ବନ୍ଧୁ କ’ଣ…ପୁଣି ପ୍ରମାଣ କଲେ ପୁଟିନ…
- Raghav Chadha’s Reaction: ଚର୍ଚ୍ଚା ବଢ଼ାଇଲା ରାଘବ ଚଡ୍ଡାଙ୍କ ନୂଆ ପୋଷ୍ଟ, କହିଲେ ଚାଞ୍ଚ୍ଚଲ୍ୟକର କଥା…
- ସୁରକ୍ଷା ବାହିନୀକୁ ପୁଣି ବଡ ସଫଳତା: JJMP ମାଓ ସଙ୍ଗଠନର ଜୋନାଲ କମାଣ୍ଡର କଲା ଆତ୍ମସମପର୍ଣ
- ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ
- ୧୬ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ୩ ନିଶା ମାଫିଆ ଗିରଫ
- ଅସମ୍ଭାଳ ହେଲାଣି ଗରମ ଓ ଗୁଳୁଗୁଳି: କାଳବୈଶାଖୀ ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ଔଷଧ ଉପରେ ୧୦୦ ପ୍ରତିଶତ ଶୁଳ୍କ
- India attends UK meet: ହୋର୍ମୁଜ୍ ପାଇଁ ୬୦ରୁ ଅଧିକ ଦେଶ ହେଲେ ଏକତ୍ରିତ:ଭାରତ କହିଲା – ଆମେ ନାବିକମାନଙ୍କୁ ହରାଇଛୁ, ଉତ୍ତେଜନା ହ୍ରାସ ପାଇଁ…
Comments are closed.