Latest Odisha News

BREAKING NEWS

ଆସନ୍ତୁ ଜାଣିବା କୋହଲି, ରୋନାଲ୍ଡୋ ଗୋଟିଏ ଟୁଇଟ ପାଇଁ କେତେ ପାଉଛନ୍ତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଗୋଟିଏ ଟୁଇଟ କରିବା ପାଇଁ ୨.୫୧ କୋଟି ଟଙ୍କା ରୋଜଗାର କରୁଛନ୍ତି । ଏହି ତାଲିକାରେ ଶୀର୍ଷରେ ରହିଛନ୍ତି ପର୍ତୁଗାଲର ଷ୍ଟାର ଫୁଟବଲର କ୍ରିଷ୍ଟିଆନ ରୋନାଲ୍ଡୋ । ସେ ଗୋଟିଏ ଟୁଇଟ ବାବଦକୁ ୬.୨ କୋଟି ଟଙ୍କା ଆୟ କରୁଛନ୍ତି । ଆମେରିକା ସ୍ପୋର୍ଟ୍ସ ଆଣ୍ଡ କଲଚରାଲ ୱେବସାଇଟରେ ଏହି ତଥ୍ୟ ଜାରି କରାଯାଇଛି ।

ସ୍ପେନର ଆଣ୍ଡ୍ରିଏସ ଆନିଏସ୍ତା (୪.୨୫) ଓ ବ୍ରାଜିଲର ନେମାର (୩.୪୪) ଆୟ କରି ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି ।

Leave A Reply

Your email address will not be published.