ବାଲେଶ୍ୱର: ଔପଦା ଅଞ୍ଚଳରୁ ଗୋଟିଏ ବିରଳ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଦନ୍ତୁର ଫରେଷ୍ଟ ବିଟହାଉସ ଅନ୍ତର୍ଗତ ଦାରିପୋଖରୀ ଗାଁ ଅନ୍ତର୍ଗତ ପୀଡ଼ାକଟା କେନାଲ ନିକଟରୁ ଏହାକୁ ଉଦ୍ଧାର କରାଯାଇଛି । କେନାଲ ନିକଟରେ ବଜ୍ରକାପ୍ତାକୁ ଦେଖିଥିଲେ ଗାଁ ଲୋକ । ଏହାର ଆନୁମାନିକ ଓଜନ ପ୍ରାୟ ୩ କିଲୋଗ୍ରାମରୁ ଅଧିକ ହେବ । ସୋର ବନ ବିଭାଗ କର୍ମଚାରୀ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ ।
BREAKING NEWS
- Cuttack Firing:କଟକରେ ଗୁଳିକାଣ୍ଡ;ଯୁବକ ମୃତ, ଛାତିରେ ବାଜିଥିଲା ଗୁଳି
- ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଫାଇନାଲରେ ଜମ୍ମୁ-କଶ୍ମୀର
- କୁନୋରେ ବଢିଲା ଚିତା ସଂଖ୍ୟା; ଗାମିନୀର ୩ ଶାବକ ଜନ୍ମ
- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ‘ଅରୁଣିମା-୨୦୨୬’ କାର୍ଯ୍ୟକ୍ରମ
- ଟି୨୦ ବିଶ୍ୱକପ: ସେମିଫାଇନାଲରେ ଭେଟ ହୋଇ ପାରନ୍ତି ଭାରତ-ପାକିସ୍ତାନ
- ଭୁବନେଶ୍ୱରରେ ଖଣ୍ଡା ଆକ୍ରମଣ ଘଟଣା; ନାବାଳକ ସମେତ ୪ ଗିରଫ
- opium cultivation: ୩ଏକରର ବେଆଇନ ଅଫିମ କ୍ଷେତ ଠାବ, ଆନୁମାନିକ ମୂଲ୍ୟ ୪୨ଲକ୍ଷ
- ଭବାନୀପାଟଣାରେ ଫୁଟିଲା ଗୁଳି, ଜଣେ ଗିରଫ
- ମହାରାଷ୍ଟ୍ରରେ ମୁସଲିମ କୋଟା ରଦ୍ଦ; ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ମିଳିବନି ସଂରକ୍ଷଣ
- Solar Eclipse: ଆଣ୍ଟାର୍କଟିକାରେ ଦେଖିବାକୁ ମିଳିଲା ପୃଥିବୀର ସବୁଠାରୁ ଚମତ୍କାର ସୂର୍ଯ୍ୟଗ୍ରହଣ, ଆପଣ ବି ହୋଇଯିବେ ମନ୍ତ୍ରମୁଗ୍ଧ…
Comments are closed.