Latest Odisha News

BREAKING NEWS

Browsing Tag

Pangolin Rescued

ବଜ୍ରକାପ୍ତା ବିକ୍ରି ନେଇ NH କଡ଼ରେ ଚାଲିଥିଲା ଡିଲ୍, ମାଡ଼ି ବସିଲା STF

ଭୁବନେଶ୍ୱର: ଜାତୀୟ ରାଜପଥ ୧୬ କଡ଼ରୁ ଡିଲ୍ ବେଳେ ଜବତ ହେଲା ବଜ୍ରକାପ୍ତା । ବୁଧବାର ସକାଳେ ଏସଟିଏଫ୍ ଓ ବନ କର୍ମଚାରୀ ମିଳିତ ଭାବେ ଚଢ଼ାଉ କରି ଏକ ଜୀବନ୍ତ ବଜ୍ରକାପ୍ତାକୁ ଜବତ କରିଛନ୍ତି । ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ବଜ୍ରକାପ୍ତା ବିକ୍ରି ନେଇ ଡିଲ୍ ଚାଲିଥିବା…

[ଭିଡ଼ିଓ] STF ପଞ୍ଝାରେ ୨ ବଜ୍ରକାପ୍ତା ଚୋରା ଚାଲାଣକାରୀ, ଗୋଟିଏ ବଜ୍ରକାପ୍ତା ଉଦ୍ଧାର

କୋରାପୁଟ: ଏସଟିଏଫ୍ ପଞ୍ଝାରେ ଦୁଇ ବଜ୍ରକାପ୍ତା ଚୋରା ଚାଲାଣକାରୀ । କୋରାପୁଟ-ବୋରିଗୁମ୍ମା ବାଇପାସ୍ ନିକଟରେ ଚଢ଼ାଉ କରି ଧରିଲା ଏସଟିଏଫ୍ ଓ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ମାଧମ…

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଦୁଇ ଗିରଫ

ଭୁବନେଶ୍ୱର: ଏସଟିଏଫ୍ ଜାଲରେ ବଜ୍ରକାପ୍ତା ଚୋରାଚାଲାଣକାରୀ । ଏସଟିଏଫ୍ ଟିମ୍ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଜାକିକିଆ ଗାଁ ନିକଟରେ ଏନଏଚ-୫୯ରେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି । ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଟିଏଫ୍…

ଚୋରାଚାଲାଣ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

ନବରଙ୍ଗପୁର: ପୁଣି ଚୋରାଚାଲାଣ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ୪ଜଣ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି ନବରଙ୍ଗପୁର ରେଞ୍ଜ ବନବିଭଗ । ଗିରଫ ୪ ଅଭିଯୁକ୍ତ ହେଲେ ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳଗୁମ୍ମା ଗାଁର ବୃନ୍ଦାବନ ପୂଜାରୀ, ଚିତ୍ରକୋଟ ଗାଁର ଲୁଥର ଟାକରି, ରାୟଗଡା ଜିଲ୍ଲା ଲୁପୁଙ୍ଗ…

ବାଙ୍ଗିରିପୋଷିରୁ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ବାରିପଦା: ବଜ୍ରକାପ୍ତା ଚାଲାଣ ବେଳେ ଚଢ଼ାଉ । ବିଶେଷ ସୂତ୍ରରୁ ଖବର ପାଇ ରେଡ୍ କଲା ବାରିପଦା ଟାଉନ୍ ଥାନା ପୋଲିସ । ଗୋଟିଏ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଜଣଙ୍କୁ ଗିରଫ କରିଛି । ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଗହିରାପାଳ ଅଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଗିରଫ ଅଭିଯୁକ୍ତଙ୍କ…

ବାଲେଶ୍ୱର ଔପଦା ଅଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର

ବାଲେଶ୍ୱର: ଔପଦା ଅଞ୍ଚଳରୁ ଗୋଟିଏ ବିରଳ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଦନ୍ତୁର ଫରେଷ୍ଟ ବିଟହାଉସ ଅନ୍ତର୍ଗତ ଦାରିପୋଖରୀ ଗାଁ ଅନ୍ତର୍ଗତ ପୀଡ଼ାକଟା କେନାଲ ନିକଟରୁ ଏହାକୁ ଉଦ୍ଧାର କରାଯାଇଛି । କେନାଲ ନିକଟରେ ବଜ୍ରକାପ୍ତାକୁ ଦେଖିଥିଲେ ଗାଁ ଲୋକ । ଏହାର ଆନୁମାନିକ ଓଜନ ପ୍ରାୟ ୩…