Latest Odisha News

BREAKING NEWS

ପାରାଦୀପରେ ହୋଟଲ ଏମ୍ପ।ୟାର୍ସ ପକ୍ଷରୁ ୮ ଦିନିଆ ଫୁଡ୍ ଫେଷ୍ଟିଭାଲ

ପାରାଦୀପ: ଫୁଡ୍ ଫେଷ୍ଟିଭାଲ୍ ପାଇଁ ପାରାଦୀପରେ ପ୍ରସ୍ତୁତି ଆରମ୍ଭ । ଦଶହରା ଅବସରରେ ପାରାଦୀପ ହୋଟେଲ ଏମ୍ପାୟାର୍ସ ପକ୍ଷରୁ ଆସନ୍ତା କାଲିଠୁ ଆରମ୍ଭ ହେଉଛି ୮ ଦିନିଆ ଫୁଡ୍ ଫେଷ୍ଟିଭାଲ୍ । ଏହି ଫେଷ୍ଟିଭାଲର ନାଁ ରଖାଯାଇଛି ‘ସୋନାର ବାଙ୍ଗଲା’। ଏହି ଫେଷ୍ଟିଭାଲରେ ସମସ୍ତ ପ୍ରକାର ବଙ୍ଗାଳୀ ଖାଦ୍ୟ ମିଠା ପରଷା ଯିବାର ବ୍ୟବସ୍ଥା ହୋଇଛି । ଏହି ଫେଷ୍ଟିଭାଲରେ ବିଭିନ୍ନ ଲଞ୍ଚର ବ୍ୟବସ୍ଥା ମଧ୍ୟ ହୋଇଛି।

BjdElectrycity

ଲଞ୍ଚର ମୂଲ୍ୟ  ୭୯୯ ରହିଥିବା ବେଳେ। ଡିନରର ମୂଲ୍ୟ ୧୧୯୯ ଟଙ୍କା ରହିଛି । ଏଥିରେ ମଂଚର ଝାଲ ,ମଙ୍ଗଶୋର ଝୋଲ,ସୁକୋଟ,ବାଟି ଚୋରଚାରୀ,ଏନଚୋର କାଲିଆ ପ୍ରଭୃତି ୨୭ ପ୍ରକାର ବେଙ୍ଗୋଲି ଖାଦ୍ୟ ପରାଷା ଯିବ। ୮ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଫେଷ୍ଟିଭାଲ୍। ପାରାଦୀପ ବାସୀ ଏହି ଫେଷ୍ଟିଭାଲ ବୁଲିବା ସହ ଖାଦ୍ୟ ଖାଇବାର ମଜା ଉଠାଇପାରିବେ ବୋଲି ହୋଟେଲ ଏମ୍ପାୟାର୍ସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛିା

Leave A Reply

Your email address will not be published.