ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମ୍ପି ରାଘବ ଚଡ୍ଡା ଖୁବ୍ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ସେମାନଙ୍କ ବିବାହ ରାଜସ୍ଥାନର ଉଦୟପୁରରେ ହେବ । ଏଥିଲାଗି ପରିଣୀତି ଶନିବାର ଉଦୟପୁରରେ ପହଞ୍ଚିଛନ୍ତି । ସକାଳ ପ୍ରାୟ ସାଢେ ୯ଟାରେ ସେ ମହାରଣା ପ୍ରତାପ ବିମାନବନ୍ଦରରେ ପହଞ୍ôଚଥିଲେ । ପରେ ସେ କିଛି ଅଧିକାରୀଙ୍କ ସହ ଆଲୋଚନା କରି ଲୀଲା ହୋଟେଲରେ ରହିଛନ୍ତି । ପୂର୍ବରୁ ତାଙ୍କ ସମ୍ପର୍କୀୟ ଏବଂ ସାଙ୍ଗମାନେ ଉଦୟପୁରରେ ପହଞ୍ଚିସାରିଛନ୍ତି । ତାଙ୍କ ସମ୍ପର୍କୀୟମାନେ ଉଦୟବିଳାସ ହୋଟେଲରେ ରହିଛନ୍ତି । ତେଣୁ ଏଠାରେ ହିଁ ପରିଣୀତି ଓ ରାଘବଙ୍କ ବିବାହ ଧୁମ୍ଧାମ୍ରେ ହେବ ବୋଲି ଆଲୋଚନା ହେଉଛି ।
BREAKING NEWS
- Ganja Seized: ୮୦ କେଜି ଗଞ୍ଜେଇ ଜବତ, ବନ୍ଧାହେଲା ଅଭିଯୁକ୍ତ
- Sushila Tiriya: ପୂର୍ବତନ ସାଂସଦ ସୁଶୀଳା ତିରିଆଙ୍କ ପରଲୋକ
- Budget 2026: ଜନଜାତିଙ୍କ କଲ୍ୟାଣ ପାଇଁ ଏକ ପରିବର୍ତ୍ତନଶୀଳ ବଜେଟ୍…ଓଡ଼ିଶାକୁ ଲାଭବାନ କରିବ: ଜୁଏଲ ଓରାମ
- Builder: ବିଲଡର ସଂସ୍ଥା ମାଲିକ ଗିରଫ; ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ
- ଟି୨୦ ବିଶ୍ୱକପ: ଭାରତ ସହ ଖେଳିବନି ପାକିସ୍ତାନ
- ଦିଗହୀନ ବଜେଟ୍; କେନ୍ଦ୍ରୀୟ ବଜେଟ୍ ୨୦୨୬କୁ କଡ଼ା ସମାଲୋଚନା କଲେ ବିରୋଧୀ ନେତା…
- ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର
- Violence in Balochistan: ବେଲୁଚିସ୍ତାନ ପ୍ରସଙ୍ଗରେ ପାକ୍ କୁ କଡ଼ା ଜବାବ ଦେଲା ଭାରତ; ଆଭ୍ୟନ୍ତରୀଣ ବିଫଳତାରୁ ଧ୍ୟାନ ହଟାଇବାର ପ୍ରୟାସ
- ପ୍ରଫେସର ଶିବବ୍ରତ ଦାସ ବିଶ୍ୱଭାରତୀ ସଂସଦର ସଦସ୍ୟ ମନୋନୀତ
- ନର୍ସରୀ ରାଇମ୍ ମାଧ୍ୟମରେ ୨୦୨୬ ବଜେଟକୁ କଟାକ୍ଷ କଲେ ମମତା
Comments are closed.