Latest Odisha News

BREAKING NEWS

ହ୍ରାସ ପାଇଲା ତୈଳ ଦର : କେଉଁଠି ରହିଛି କେତେ ମୂଲ୍ୟ ଜାଣନ୍ତୁ…

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଦରରେ ଗତ କିଛି ଦିନ ହେବ ହ୍ରାସ ପରିଲିଖିତ ହେଉଛି । ମଙ୍ଗଳବାର ଦିନ ପେଟ୍ରୋଲ ୧୬ ପଇସା ଏବଂ ଡିଜେଲ ୨୦ ପଇସା ହ୍ରାସ ପାଇଛି ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମୁଥିବାରୁ ପେଟ୍ରୋଲ ଓ ଡିଜେଲ ଦର କାମୁଥିବା କୁହାଯାଉଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଅନ୍ତର୍ଜାତୀୟ ବଜାରକୁ ନଜର ରଖାଯାଇ ଭାରତରେ ତୈଳ ଦର ବୃଦ୍ଧି କରାଯାଇଥାଏ ସରକାରୀ ତେଲ କମ୍ପାନି ମୂଲ୍ୟର ସମୀକ୍ଷା ପରେ ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସ୍ଥିର କରିଥାଏ।

ଲିଟର ପିଛା କେଉଁଠି ରହିଛି କେତେ ଦର:

ଦିଲ୍ଲୀ: ୭୧.୯୪ ଟଙ୍କା ରହିଛି।(ପେଟ୍ରୋଲ)
ଦିଲ୍ଲୀ: ୬୪.୮୭ ଟଙ୍କା (ଡିଜେଲ)

ଭୁବନେଶ୍ୱର: ୭୧.୯୫ ଟଙ୍କା (ପେଟ୍ରୋଲ)
ଭୁବନେଶ୍ୱର:୬୫.୪୫ (ଡିଜେଲ)

କୋଲକତା:୭୪.୫୮ ଟଙ୍କା।(ପେଟ୍ରୋଲ)
କୋଲକତା: ୬୭.୧୯ ଟଙ୍କା (ଡିଜେଲ)

ମୁମ୍ବାଇ: ୭୭.୭୬ ଟଙ୍କା (ପେଟ୍ରୋଲ)
ମୁମ୍ବାଇ: ୬୭.୯୮ ଟଙ୍କା (ଡିଜେଲ)

ଚେନ୍ନାଇ: ୭୪.୯୦ ଟଙ୍କା (ପେଟ୍ରୋଲ)
ଚେନ୍ନାଇ: ୬୮.୫୦ ଟଙ୍କା (ଡିଜେଲ)

Comments are closed.