ନୂଆଦିଲ୍ଳୀ: ନିର୍ଭୟାଙ୍କ ଚାରି ଦୋଷୀ ଫାଶୀ ଖୁଣ୍ଟରେ କେବେ ଝୁଲିବେ? ଦୁଇ ଦୁଇ ଥର ଫାଶୀ ତାରିଖ ଘୁଞ୍ଚିବା ପରେ ଆଜି ନୂଆ ଡେଥ୍ ୱାରେଣ୍ଟ ଜାରି କରି ପାରନ୍ତି ପଟିଆଲା ହାଉସ୍ କୋର୍ଟ । ଏସମ୍ପର୍କିତ ପିଟିସନର ଆଜି ଶୁଣାଣି ରହିଛି । ନୂଆ ଡେଥ୍ ୱାରେଣ୍ଟ ଜାରି କରିବା ପାଇଁ ଗତକାଲି ପିଟିସନ୍ ଫାଇଲ୍ କରିଥିଲେ ନିର୍ଭୟାଙ୍କ ବାପା-ମାଆ । ଏହାପରେ ଆଜି ସୁଦ୍ଧା ଜବାବ ଦାଖଲ କରିବା ପାଇଁ ଚାରି ଦୋଷୀଙ୍କ ସମେତ ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କରିଥିଲେ କୋର୍ଟ । ସେପଟେ ଗତକାଲି ଚାରି ଦୋଷୀଙ୍କୁ ଏକାସଙ୍ଗେ ଫାଶୀ ଦେବାକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ପାଇଁ କେନ୍ଦ୍ର କରିଥିବା ଆବେଦନର ଶୁଣାଣି ପାଇଁ ମନା କରିଥିଲେ ସୁପ୍ରିମକୋର୍ଟ । ଏହାସହ କୋର୍ଟ କହିଥିଲେ, ଯଦି ଦୋଷୀଙ୍କର କୌଣସି ଆଇନଗତ ପ୍ରକ୍ରିୟା ବାକି ନାହିଁ ତେବେ ନୂଆ ଡେଥ୍ ୱାରେଣ୍ଟ ପାଇଁ ତଳ କୋର୍ଟକୁ ଯାଅ ।
BREAKING NEWS
- Rubio meets Jaishankar: ଭାରତର ପ୍ରଶଂସାରେ ଆମେରିକା ବୈଦେଶିକ ମନ୍ତ୍ରୀ, କହିଲେ, ‘ବିଶୋଧନକାରୀ ମହାଶକ୍ତି’, ଜୟଶଙ୍କର-ରୁବିଓଙ୍କ ମଧ୍ୟରେ ହେଲା ବଡ ବୈଠକ!
- Deepveer baby Devi: ନବମୀରେ ଦୀପିକା-ରଣବୀରଙ୍କ ଘରକୁ ଆସିଲେ ମା’ ଦୁର୍ଗା, ନାଁ ରଖିଲେ ‘ଦେବୀ’!
- ଆସୁଛି ଆଉ ଏକ ଲଘୁଚାପ, ଜାଣନ୍ତୁ ଓଡ଼ିଶାରେ ପ୍ରଭାବ…
- କୋଟିଆ ଉପରେ ନିୟମିତ ନଜର ରଖିବେ ଜିଲ୍ଲାପାଳ ଓ SP
- ରାଜଧାନୀରେ ଦୁର୍ଗାପୂଜା ଭସାଣୀରେ ବାଜିବନି DJ
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…
- ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର

Comments are closed.