ନୂଆଦିଲ୍ଲୀ: ଦିନକୁ ଦିନ ବର୍ଦ୍ଧିତ କରୋନା ମାମଲା ଲୋକଙ୍କ ସାଧାରଣ ଜୀବନଶୈଳୀକୁ ଅସ୍ତବ୍ୟସ୍ତ କରିସାରିଲାଣି। ଏହାକୁ ଦୃଷ୍ଟିରେ ରଖି ସମଗ୍ର ବିଶ୍ବ ସମେତ ସାରା ଦେଶରେ କରୋନା କଟକଣାକୁ ଆହୁରି କଡାକଡି ଭାବେ ପାଳନ କରାଯାଉଛି। ସେହିଭଳି ମିରଟରେ ଏପର୍ଯ୍ୟନ୍ତ ୧୬୩୧୬ କରୋନା ସଂକ୍ରମିତ ମାମଲା ରିପୋର୍ଟ ହୋଇଛି। ସେଥିମଧ୍ୟରୁ ୩୫୧ ରୋଗୀ କରୋନାରେ ପ୍ରାଣ ହରାଇସାରିଛନ୍ତି। ଏହି କାରଣରୁ ମିରଟ ଜିଲ୍ଲା ପ୍ରଶାସନ ଏକ ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି। ସମସ୍ତ ପେଟ୍ରୋଲ ପମ୍ପଗୁଡ଼ିକରେ ମାସ୍କ ବିନା କାହାକୁ ପେଟ୍ରୋଲ ନଦେବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ। ଏହା କରୋନାକୁ ବ୍ୟାପିବାରେ କିଛି ମାତ୍ରାରେ ଫଳପ୍ରଦ ହେବ ବୋଲି ଆଶା କରାଯାଇଛି।
BREAKING NEWS
- ୫ ଓଟିଟି ପ୍ଲାଟଫର୍ମକୁ ବନ୍ଦ କଲେ ସରକାର…
- ବିବାହରେ ଚାଞ୍ଚଲ୍ୟ, ଜୟମାଳା ବେଳେ କନ୍ୟାକୁ ଗୁଳି ମାରିଲା ପ୍ରେମିକ!
- ୨୨ ବର୍ଷ ପରେ ଭୁଲ ମାନିଲେ ଷ୍ଟିଭ୍ ବକନର; ସଚିନ୍ଙ୍କୁ ଦେଇଥିଲେ ଭୁଲ୍ ଆଉଟ୍…
- ଟ୍ରମ୍ପଙ୍କ ବଡ଼ ଦାବି; ମୋ ଯୋଗୁଁ ବଞ୍ଚିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ…
- Israel’s parliament in Indian tricolour: ପହଞ୍ଚିନାହାନ୍ତି ମୋଦୀ, ଇସ୍ରାଏଲ ସଂସଦରେ ଝଲସିଲା ତ୍ରିରଙ୍ଗା
- India Abstains From UNGA Draft: ରୁଷ ଏବଂ ୟୁକ୍ରେନ ମଧ୍ୟରେ ନିଃସର୍ତ୍ତ ଯୁଦ୍ଧବିରତି ଡ୍ରାଫ୍ଟ ପ୍ରସ୍ତାବ, ବିରତ ରହିଲା ଭାରତ
- Priyanka Gandhi Demands To PM Modi: ନେତାନ୍ୟାହୁଙ୍କ ନିମନ୍ତ୍ରଣରେ ଇସ୍ରାଏଲ ଗସ୍ତରେ ପ୍ରଧାନମନ୍ତ୍ରୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଲେ…
- କିଶୋରୀ ଓ ମହିଳାଙ୍କୁ ମାଗଣାରେ ମିଳିବ ଜରାୟୁ କ୍ୟାନ୍ସର ସଞ୍ଜିବନୀ
- ଇସ୍ରାଏଲ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ଖଣି ଅଧିକାରୀଙ୍କ ଫ୍ଲାଟରୁ ୪ କୋଟିରୁ ଅଧିକ ନଗଦ ଟଙ୍କା ଜବତ କଲା ଭିଜିଲାନ୍ସ
Comments are closed.