Latest Odisha News

BREAKING NEWS

ଡେଲ୍‌ଟା ପ୍ରଜାତି ବିରୁଦ୍ଧରେ ଫାଇଜର ଟିକା ୩୯ ପ୍ରତିଶତ ପ୍ରଭାବଶାଳୀ!

ଇସ୍ରାଏଲ୍‌: ଡେଲ୍‌ଟା ଭାରିଆଣ୍ଟକୁ ରୋକିବାରେ ଆମେରିକାର ଫାର୍ମାସ୍ୟୁଟିକାଲ କମ୍ପାନି ଫାଇଜର କରୋନା ବିରୁଦ୍ଧରେ ମାତ୍ର ୩୯ ପ୍ରତିଶତ ପ୍ରଭାବଶାଳୀ!

ଇସ୍ରାଏଲ୍‌ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କହିବା ଅନୁଯାୟୀ, ଗତ ସପ୍ତାହରେ ଇସ୍ରାଏଲରେ ସଂକ୍ରାମକ ଡେଲଟା ପ୍ରଜାତି ଦ୍ୱାରା ଲୋକଙ୍କୁ ସଂକ୍ରମିତ ନହେବା ପାଇଁ ଫାଇଜର ଟିକା ଦିଆଯାଇଥିଲା। ଯାହା ଏହି ପ୍ରଜାତି ବିରୁଦ୍ଧରେ ମାତ୍ର ୩୯ ପ୍ରତିଶତ ପ୍ରଭାବଶାଳୀ ଥିଲା ବୋଲି ଜଣାପଡ଼ିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗୁରୁବାର ଏକ ରିପୋର୍ଟ ଅନୁଯାୟୀ, ଏହି ଟିକା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୮୮ ପ୍ରତିଶତ ଏବଂ ଗୁରୁତର ରୋଗୀଙ୍କୁ ୯୧.୪ ପ୍ରତିଶତ ପ୍ରଦାନ କରାଯାଇଥିଲା।

Comments are closed.