Latest Odisha News

BREAKING NEWS

Browsing Tag

Pfizer Vaccine

ଭଲ ଖବର; ୫ରୁ ୧୧ ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: ପିଲାମାନଙ୍କ ଲାଗି ଭଲ ଖବର। ଶିଶୁଙକ ଟିକାକରଣକୁ ଦୃଷ୍ଟିରେ ରଖି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆମେରିକା ୫ରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ ଫାଇଜର ଟିକାକୁ ଅନୁମୋଦନ କରିଛି। ଗତ ଶନିବାର ଦିନ ଏଫ୍‌ଡିଏ ୫ରୁ ୧୧ ବର୍ଷ ବୟସର ପିଲାମାନଙ୍କ ଜରୁରୀକାଳୀନ ବ୍ୟବହାର…

୯୦ ପ୍ରତିଶତ ପ୍ରଭାବଶାଳୀ ଫାଇଜର ଟିକା

ନୂଆଦିଲ୍ଲୀ:ଏକ ନୂତନ ଅଧ୍ୟୟନ ଅନୁଯାୟୀ ଫାଇଜର ଟିକା କରୋନା ବିରୋଧରେ ୯୦ ପ୍ରତିଶତ ପ୍ରଭାବଶାଳୀ। ଡାକ୍ତରଖାନାରେ ଭର୍ତ୍ତି ହେବା ଆଶଙ୍କାକୁ ୯୦ ପ୍ରତିଶତ ହ୍ରାସ କରିଥାଏ ଫାଇଜର ଟିକା। ଏହି ଟିକା ନେବାର ଛଅ ମାସ ପର୍ଯ୍ୟନ୍ତ ଏହା ପ୍ରଭାବଶାଳୀ ହୋଇଥାଏ। ବୈଜ୍ଞାନିକମାନେ ଜାଣିବାକୁ…

ଅକ୍ଟୋବର ସୁଦ୍ଧା ୫ ରୁ ୧୨ ବର୍ଷ ବୟସର ପିଲାଙ୍କ ପାଇଁ ଫାଇଜର ଟିକା ବ୍ୟବହାରକୁ ମିଳିପାରେ ଅନୁମତି

ୱାଶିଂଟନ୍: ଏଫ୍‌ଡିଏର ପୂର୍ବତନ ମୁଖ୍ୟ ସ୍କଟ୍ ଗଟଲିଏବଙ୍କ ଅନୁଯାୟୀ ଆମେରିକାର ଔଷଧ ନିର୍ମାତା ଫାଇଜର କୋଭିଡ୍‌ ଟିକା ୫ ରୁ ୧୨ ବର୍ଷ ବୟସର ପିଲାମାନଙ୍କୁ ଟିକା ପ୍ରଦାନ ପାଇଁ ଅନୁମତି ଦେଇପାରେ। ବର୍ତ୍ତମାନ ଆମେରିକାରେ ବ୍ୟବହୃତ ତିନିଟି କରୋନା ଟିକା ମଧ୍ୟରୁ କେବଳ Pfizer-BioNTech…

ଡେଲ୍‌ଟା ପ୍ରଜାତି ବିରୁଦ୍ଧରେ ଫାଇଜର ଟିକା ୩୯ ପ୍ରତିଶତ ପ୍ରଭାବଶାଳୀ!

ଇସ୍ରାଏଲ୍‌: ଡେଲ୍‌ଟା ଭାରିଆଣ୍ଟକୁ ରୋକିବାରେ ଆମେରିକାର ଫାର୍ମାସ୍ୟୁଟିକାଲ କମ୍ପାନି ଫାଇଜର କରୋନା ବିରୁଦ୍ଧରେ ମାତ୍ର ୩୯ ପ୍ରତିଶତ ପ୍ରଭାବଶାଳୀ! ଇସ୍ରାଏଲ୍‌ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କହିବା ଅନୁଯାୟୀ, ଗତ ସପ୍ତାହରେ ଇସ୍ରାଏଲରେ ସଂକ୍ରାମକ ଡେଲଟା ପ୍ରଜାତି ଦ୍ୱାରା ଲୋକଙ୍କୁ…

୧୨ ବର୍ଷରୁ କମ୍‌ ବୟସର ପିଲାମାନଙ୍କ ପାଇଁ ଟିକା ପରୀକ୍ଷଣ ଲାଗି ଫାଇଜର ପ୍ରସ୍ତୁତ

ନୂଆଦିଲ୍ଲୀ: ୧୨ ବର୍ଷରୁ କମ୍‌ ବୟସର ପିଲାଙ୍କ ଲାଗି ଫାଇଜର କମ୍ପାନି ନିର୍ମାତା ଟିକାର କ୍ଲିନିକାଲ୍‌ ପରୀକ୍ଷଣ ଆରମ୍ଭ କରିବାକୁ ପ୍ରସ୍ତୁତ। ଏ ନେଇ ମଙ୍ଗଳବାର ଦିନ ଆମେରିକା ଟିକା ନିର୍ମାତା କମ୍ପାନୀ ଫାଇଜର ସୂଚନା ଦେଇଛି। ଫାଇଜର କହିଛି ଯେ ପରୀକ୍ଷଣର ପ୍ରଥମ ପର୍ଯ୍ୟାୟରେ କମ୍ ଡୋଜ୍…

୧୨ରୁ ୧୫ ବର୍ଷ ବୟସର ପିଲାଙ୍କ ଲାଗି ଫାଇଜର ଟିକା ବ୍ୟବହାରକୁ ମିଳିଲା ମଞ୍ଜୁରୀ

ଲଣ୍ଡନ: ବ୍ରିଟେନର ନିୟାମକ ସଂସ୍ଥା କହିଛି ଯେ ଆମେ ୧୨ ରୁ ୧୫ ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ କ୍ଲିନିକାଲ୍ ଟ୍ରାଏଲ୍ ତଥ୍ୟର ଯତ୍ନର ସହ ସମୀକ୍ଷା କରିଛୁ ଏବଂ ସିଦ୍ଧାନ୍ତ ନେଇଛୁ ଯେ ଫାଇଜର ଟିକା ଏହି ବର୍ଗର ପିଲାଙ୍କ ଲାଗି ନିରାପଦ ଏବଂ ପ୍ରଭାବଶାଳୀ। ବ୍ରିଟେନର ଔଷଧ ନିୟାମକ ଶୁକ୍ରବାର…

ରାଜ୍ୟକୁ ଟିକା ବିକ୍ରି ପାଇଁ ମନା କରୁଛନ୍ତି ଫାଇଜର୍ ଓ ମଡେର୍ଣ୍ଣା, ଗ୍ଲୋବାଲ୍ ଟେଣ୍ଡରକୁ ଲାଗିପାରେ ଝଟକା

ନୂଆଦିଲ୍ଲୀ: ବିଦେଶରୁ ଟିକା ଆଣିବା ପାଇଁ ଗ୍ଲୋବାଲ୍ ଟେଣ୍ଡର ଡାକିଥିବା ରାଜ୍ୟଗୁଡ଼ିକୁ ଝଟକା ଲାଗିପାରେ । କାରଣ ଫାଇଜର୍ ଓ ମଡେର୍ଣ୍ଣା ଭଳି ଟିକା ନିର୍ମାତା କମ୍ପାନୀ ରାଜ୍ୟଗୁଡ଼ିକୁ ସିଧାସଳଖ ଟିକା ବିକ୍ରି କରିବାକୁ ମନା କରି ଦେଉଛନ୍ତି । ଅନିଚ୍ଛା ପ୍ରକାଶ କରିଛନ୍ତି ବିଦେଶ କମ୍ପାନୀ ।…

କେନ୍ଦ୍ରକୁ ଫାଇଜର କହିଲା ଟିକା ୧୨ରୁ ଅଧିକ ବୟସ୍କ ଓ B.1.617 ଭାରିଆଣ୍ଟ ଉପରେ ପ୍ରଭାବୀ

ନୂଆଦିଲ୍ଲୀ: ଆମେରିକା କମ୍ପାନୀ ଫାଇଜର୍ ଦ୍ୱାରା ପ୍ରସ୍ତୁତ କରୋନା ଟିକା ୧୨ରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ପ୍ରଭାବୀ ହେଉଛି । ସେହିପରି କରୋନାର ନୂଆ ଭାରିଆଣ୍ଟି B. ୧.୬୧୭ କୁ ବି ମାରିବ । ଏନେଇ କେନ୍ଦ୍ର ସରକାରଙ୍କୁ ଫାଇଜର୍ ଅବଗତ କରାଇଛି । ଏଥିସହ ଫାଇଜର ଟିକାକୁ ୨-୮ ଡିଗ୍ରୀ ସେଲସିୟସ…

ପିଫାଇଜର୍ ଟିକା‌ ବୟସ୍କଙ୍କ ପାଇଁ ସୁରକ୍ଷିତ; ‘ହୁ’

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ Pfizer Inc. ଏବଂ BioNTech SE ର କୋଭିଡ୍‌-୧୯ ଟିକା ବୟସ୍କ ବ୍ୟକ୍ତିଙ୍କ ପାଇ ସୁରକ୍ଷିତ। ଟିକା ସୁରକ୍ଷା ଉପରେ WHO ଗ୍ଲୋବାଲ ପରାମର୍ଶଦାତା କମିଟି ଶୁକ୍ରବାର ଦିନ ଏକ ବିବୃତ୍ତିରେ ଏହା କହିଛି। ଟିକାକରଣର ବିପଦ-ଲାଭ ସନ୍ତୁଳନ…

ଫାଇଜର ଟିକାର ଜରୁରିକାଳୀନ ବ୍ୟବହାରକୁ ଅନୁମତି ଦେଲେ WHO

ନୂଆଦିଲ୍ଲୀ: ଫାଇଜ୍ ଟିକାକୁ ମିଳିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗ୍ରୀନ ସିଗନାଲ୍ । ଫାଇଜର-ବାୟୋଏନଟେକ୍‌ ଦ୍ୱାରା ବିକଶିତ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ପ୍ରଥମ ଟିକା ଭାବେ WHO ପକ୍ଷରୁ ଏହି ଟିକାକୁ ଅନୁମୋଦନ ମିଳିଛି । ଫାଇଜର…