ଲଦାଖ: ଅତୁଲ୍ୟ ଓ ଅମୂଲ୍ୟ ଭାରତରେ ଅନେକ ରହସ୍ୟ ରହିଛି । ସାରା ବିଶ୍ୱ ଏହି ରହସ୍ୟ ଉଜାଗର ପାଇଁ ଉଦ୍ୟମ କରି ବିଫଳ ହୋଇଛି । ଧର୍ମ ସହ ସତ୍ୟତା ହେଉ କିମ୍ବା ପୁରାତନ କାଳର କଳାକୃତି ଓ ବିଜ୍ଞାନ ଏବେ ବି ସମସ୍ତଙ୍କୁ ଚକିତ କରୁଛି । ଏହି ଧାରାରେ ଯୋଡି ହୋଇଛି ଲଦାଖର ଫୁଗତାଲ ମଠ । ଦୂରରେ ଏହା ଏକ ମହୁଫେଣା ପରି ଦୃଶ୍ୟମାନ ହୁଏ ।
୨୫୦୦ ବର୍ଷ ତଳର ଏହି ମଠ ଚାରି ପଟେ ବିରାଟ ଖାଇ ରହିଛି । ସେ ସମୟରେ ଅତ୍ୟାଧୂନିକ ଜ୍ଞାନ କୌଶଳର ଅଭାବ ସତ୍ୱେ କିପରି ଏହି ଦୁର୍ଗମ ଅଂଚଳରେ ଏହାକୁ ନିର୍ମାଣ କରାଯାଇଥିଲା ତାହା ଏକ ରହସ୍ୟ କହିଲେ ଭୁଲ ହେବ ନାହିଁ । ୪୦ରୁ ଊର୍ଦ୍ଧ୍ୱ ବୈଦ୍ଧ ଗୁରୁ ଏଠାରେ ରହି ଜ୍ଞାନ ଆହରଣ କରିବା ସହ ଧର୍ମ ଓ ଶିକ୍ଷାର ପ୍ରସାର କରାଉଥିଲେ । ଏବେ ପର୍ଯ୍ୟଟକମାନେ ଏଠାକୁ ଯିବା ପାଇଁ ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି ।
BREAKING NEWS
- PNG Connection: ସବୁ ସହରାଞ୍ଚଳକୁ PNG ସଂଯୋଗ ଯୋଗାଇ ଦିଆଯିବ;ଭଡ଼ାରେ ରହୁଥିବା ବ୍ୟକ୍ତି ବି ସୁବିଧା…
- AAP Removes Raghav Chadha: ରାଘବ ଚଢାଙ୍କୁ ବଡ଼ ଝଟକା, ରାଜ୍ୟସଭା ଉପନେତା ପଦରୁ ହଟାଇଲା AAP
- ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ହାଇ ଆଲର୍ଟରେ ସମଗ୍ର ଅଞ୍ଚଳ
- Narendra Pond: ଏହି ଦିନରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା; ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ଚାପ ଡଙ୍ଗା
- ଜଣେ ବି ଚାଷୀର ଧାନ ରହିବ ନାହିଁ, ସବୁ ଧାନ କିଣା ଯିବ: ମନ୍ତ୍ରୀ
- Rupee Posts Biggest Gain: ୧୨ ବର୍ଷରେ ପ୍ରଥମ ଥର ଦମ୍ ଦେଖାଇଲା ଟଙ୍କା, ଡଲାର ତୁଳନାରେ କଲା ଦୃଢ଼ ପ୍ରତ୍ୟାବର୍ତ୍ତନ…
- ସମୁଦ୍ର ତଳେ ଷଡ଼ଯନ୍ତ୍ର, ଗାଏବ ହୋଇଯିବ ଇଣ୍ଟରନେଟ୍ !
- ରିଲ୍ସ କରିବା ହେଲା କାଳ, ପୋଲରୁ ନଦୀକୁ ଡେଇଁଲେ ଦୁଇ ଯୁବକ
- ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଅଶ୍ୱିନ୍ କାହିଁକି ଦେଲେ ସତର୍କବାଣୀ ?
- ଦୁଇରୁ ତିନି ବର୍ଷ ମଧ୍ୟରେ ଦୂର ହେବ ଅଗ୍ନିବୀରଙ୍କ ଅଭାବ
Comments are closed.