Latest Odisha News

BREAKING NEWS

ଫେବୃଆରୀ ୨ରୁ ଖୋଲିବ ରାଜ୍ୟର ଦୁଇ ପ୍ଲାନେଟୋରିୟମ୍

ଭୁବନେଶ୍ୱର: ରାଜ୍ୟର ଦୁଇଟି ପ୍ଲାନେଟୋରିୟମ୍ ଆସନ୍ତା ଫେବୃଆରୀ ୨ ତାରିଖରୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବାକୁ ଯାଉଛି।

ସୂଚନା ଅନୁଯାୟୀ, ଫେବୃଆରୀ ୨ରୁ ପର୍ଯ୍ୟଟକ ମାନଙ୍କ ପାଇଁ ଭୁବନେଶ୍ୱରର ପଠାନି ସାମନ୍ତ ପ୍ଲାନେଟୋରିୟମ୍ ଏବଂ ସମ୍ବଲପୁର ଜିଲ୍ଲାର ବୁର୍ଲା ସ୍ଥିତ ଡ. ଅବଦୁଲ କଲାମ ପ୍ଲାନେଟୋରିୟମ ଖୋଲିବ।

ତେବେ ପ୍ଲାନେଟୋରିୟମରେ ପ୍ରତ୍ୟେକ ପ୍ରୋଗ୍ରାମ କିମ୍ବା ଶୋ ପାଇଁ ଏକ ସମୟରେ ସର୍ବାଧିକ ୫୦ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ଦିଆଯିବ ବୋଲି ସୂତ୍ରରୁ ପ୍ରକାଶ।

Leave A Reply

Your email address will not be published.