ଭୁୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କୌଣସି ଘରୋଇ ହସ୍ପିଟାଲ ଆଡମିଶନ ନ କରି ଫେରାଇଦେଲେ ଜଣାନ୍ତୁ । ଏଥିପାଇଁ ଟୋଲ ଫ୍ରି ନମ୍ବର-୧୦୦କୁ କଲ୍ କରି ଜଣାଇବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଏନେଇ ସେ ଟ୍ୱିଟ୍ କରି ଜଣାଇଛନ୍ତି ।
Please dial 100 if any hospital refuses admission to a critical patient from outside Bhubaneswar. Our Dial 100 Operators have been asked to provide assistance. https://t.co/3Qeql59nzP
— Dr Sudhanshu Sarangi (@SarangiSudhansu) July 18, 2020
ତେବେ ମୁଖ୍ୟ ଶାସନ ସଚିବଙ୍କ ଏହି ଟ୍ୱିଟ୍ ଉପରେ ରି-ଟ୍ୱିଟ୍ କରି କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । କୌଣସି ହସ୍ପିଟାଲ ଆଡ୍ମିଟ ନକଲେ ୧୦୦ କୁ ଜଣାନ୍ତୁ ବୋଲି ସେ ମଧ୍ୟ କହିଛନ୍ତି । ବିଶେଷ କରି ଭୁବନେଶ୍ୱର ବାହାରୁ ଆସୁଥିବା ରୋଗୀଙ୍କୁ ଆଡମିଶନ ନକଲେ ଜଣାନ୍ତୁ । କର୍ମଚାରୀଙ୍କୁ ସହାୟତା କରିବାକୁ କୁହାଯାଇଛି ବୋଲି ସିପି କହିଛନ୍ତି ।
Comments are closed.