Latest Odisha News

BREAKING NEWS

+୨ ପରୀକ୍ଷା ଲାଗି ସବୁ କେନ୍ଦ୍ରରେ ଲାଗିବ ସିସିଟିଭି !

ଭୁବନେଶ୍ୱର: ରାଜ୍ୟରେ +୨ ପରୀକ୍ଷାକୁ ଆଉ ଏକ ମାସରୁ କମ୍ ସମୟ ଥିବାବେଳେ ଜାନୁଆରୀ ୧୦ ସୁଦ୍ଧା କଲେଜ ଗୁଡିକରେ ସିସିଟିଭି ଲଗାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଗୁରୁବାର ଦିନ ସମସ୍ତ ଜୁନିଅର କଲେଜର ଅଧ୍ୟକ୍ଷ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା କଣ୍ଟ୍ରୋଲୋର ଏକ ପତ୍ର ମାଧ୍ୟମରେ ସମସ୍ତ ସରକାରୀ ତଥା ବେସରକାରୀ ଜୁନିଅର କଲେଜର ଅଧ୍ୟକ୍ଷଙ୍କୁ ପରୀକ୍ଷା ହଲରେ ସିସିଟିଭି କ୍ୟାମେରା ଲଗେଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ଅବମାନନା କଲେ ଉକ୍ତ ପରୀକ୍ଷା ସେଣ୍ଟରକୁ ବାତିଲ କରିଦିଆଯିବ ବୋଲି ଏହି ପତ୍ରରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.