Latest Odisha News

BREAKING NEWS

ବଦଳିଲା ରମାଦେବୀ ପରୀକ୍ଷା ତାରିଖ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର +୩ର ତୃତୀୟ ସେମିଷ୍ଟାର ପରୀକ୍ଷା କାର୍ଯ୍ୟ ସୂଚୀରେ ପରିବର୍ତ୍ତନ କରାଯାଇଛି।

ଏକ ବିଜ୍ଞପ୍ତି ଅନୁଯାୟୀ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ସରିତା ସୁପକାର କହିଛନ୍ତି ଯେ ତୃତୀୟ ସେମିଷ୍ଟାର ପରୀକ୍ଷା ଏପ୍ରିଲ ୧୯ ପରିବର୍ତ୍ତେ ଏପ୍ରିଲ ୨୨ରୁ ଆରମ୍ଭ ହେବ। ତେବେ ସମୟରେ କିଛି ପରିବର୍ତ୍ତନ ହୋଇନଥିବା ସେ ପ୍ରକାଶ କରିଛନ୍ତି।

ତେବେ ଏହି ପରୀକ୍ଷା ଏପ୍ରିଲ୍ ୩୦ରେ ଶେଷ ହେବ।

Comments are closed.