ଭୁବନେଶ୍ୱର: ଆଜି ‘ଗୁଡ୍ ଫ୍ରାଇଡେ୍’ ତଥା ‘ଶୁଭ ଶୁକ୍ରବାର’ ଅବସରରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।
Offer my solemn prayers on #GoodFriday. May Lord Jesus Christ's sacrifice guide us in the path of peace, love, compassion, harmony and universal brotherhood. pic.twitter.com/QRgxpbL84q
— Naveen Patnaik (@Naveen_Odisha) April 10, 2020
ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଅଭିବାଦନ ଜଣାଇଛନ୍ତି ।
Lord Christ devoted his life to serving others. His courage and righteousness stand out and so does his sense of justice.
On Good Friday, we remember Lord Christ and his commitment to truth, service and justice.
— Narendra Modi (@narendramodi) April 10, 2020
ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ମତରେ ଏହି ଦିନ ପ୍ରଭୁ ଯିଶୁ ଖ୍ରୀଷ୍ଟଙ୍କ ତିରୋଧାନ ହୋଇଥିଲା । ପ୍ରଭୁଙ୍କ ସେହି ତୀରୋଧାନ ଦିବସକୁ ସ୍ମରଣ କରିବା ଲାଗି ଏହି ପବିତ୍ର ଦିନକୁ ପାଳନ କରାଯାଇଥାଏ।
ଖ୍ରୀଷ୍ଟଧର୍ମ ପରମ୍ପରାରେ ଇଷ୍ଟର୍ ରବିବାର ପୂର୍ବବର୍ତ୍ତୀ ଶୁକ୍ରବାର ଦିନକୁ ‘ଗୁଡ୍ ଫ୍ରାଇଡେ୍’ ତଥା ‘ଶୁଭ ଶୁକ୍ରବାର’ ଭାବେ ପାଳିତ ହୋଇଥାଏ।
Comments are closed.