Latest Odisha News

BREAKING NEWS

ଋଷି କପୁରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର : ଋଷି କପୁରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକପ୍ରକାଶ କରିଛନ୍ତି । ଏ ନେଇ ଟ୍ୱିଟରରେ ସେ ଲେଖିଛନ୍ତି ଯେ, ‘ଋଷି କପୁରଙ୍କ ବିୟୋଗରେ ମୁଁ ସ୍ତବ୍ଧ । ସେ ବହୁ ପ୍ରତିଭାର ଅଧିକାରୀ ଥିଲେ । ମୁଁ ତାଙ୍କ ସହ ସୋସିଆଲ ମିଡିଆରେ ଜଡିତ ଥିଲେ । ଏଭଳି ଦୁଃଖଦ ସମୟରେ ଭଗବାନ ତାଙ୍କ ପରିବାରକୁ ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ । ’

ଆଜି ମୁ୍‌ମ୍ବାଇର ଏକ ଘରୋଇ ହସ୍ପିଟାଲରେ ବର୍ଷୀଆନ ଅଭିନେତା ଋଷି କପୁରଙ୍କର ୬୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଗତ କିଛି ବର୍ଷ ହେଲା ସେ କର୍କଟ ରୋଗରେ ପୀଡିତ ଥିଲେ । ଆମେରିକାରେ ଚିକିତ୍ସା ପରେ ଗତବର୍ଷ ସେ ଭାରତ ଫେରିଥିଲେ ।

Leave A Reply

Your email address will not be published.