Latest Odisha News

BREAKING NEWS

Browsing Tag

Rishi Kapoor Death

ବାପାଙ୍କୁ ଦେଖି ପାରିଲେନି ରିଦ୍ଧିମା, ଭିଡ଼ିଓ କଲରେ ଋଷିଙ୍କ ଶେଷକୃତ୍ୟ ଦେଖାଇଲେ ଆଲିଆ

ମୁମ୍ବାଇ : ଦିବଂଗତ ଅଭିନେତା ଋଷି କପୁରଙ୍କ ଶେଷ ଦର୍ଶନ କରିପାରିଲେନି ତାଙ୍କର ଏକମାତ୍ର ଝିଅ ରିଦ୍ଧିମା କପୁର ସାହାନି । ଋଷିଙ୍କ ଶେଷକୃତ୍ୟକୁ ଭିଡ଼ିଓ କଲ ଦ୍ୱାରା ରିଦ୍ଧିମାଙ୍କୁ ଦେଖାଇଛନ୍ତି ତାଙ୍କ ଭାଇ ରଣବୀର କପୂରଙ୍କ ବାନ୍ଧବୀ ଆଲିଆ ଭଟ୍ଟ । ଅପରାହ୍ନରେ ଋଷିଙ୍କ ଶେଷକୃତ୍ୟ…

ମୁମ୍ବାଇର ଚନ୍ଦନୱାଡି ଶ୍ମଶାନରେ ପଞ୍ଚଭୂତରେ ଲୀନ ହେଲେ ରିଷି କପୁର

ମୁମ୍ବାଇ: ପଞ୍ଚଭୂତରେ ଲୀନ ହେଲେବଲିଉଡର ବର୍ଷିଆନ୍ ଅଭିନେତା ରିଷି କପୁରଙ୍କୁ। ମୁମ୍ବାଇ ସ୍ଥିତ ଚନ୍ଦନୱାଡି ଶ୍ମଶାନରେ ଦିଆଯାଇଛି ତାଙ୍କୁ ଅନ୍ତିମ ବିଦାୟ । ସପରିବାର ଏବଂ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି ରିଷିଙ୍କ ଅନ୍ତିମ ସଂସ୍କାର । ଏହି ଅନ୍ତିମ ସଂସ୍କାରରେ କରିନା…

ବଲିଉଡ ଅଭିନେତା ଋଷି କପୁରଙ୍କ ବିୟୋଗରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟେରାନ ଅଭିନେତା ଋଷି କପୁରଙ୍କ ପରଲୋକରେ ଶୋକପ୍ରକାଶ କରିଛନ୍ତି । Deeply saddened by the unexpected demise of prolific actor and superstar #RishiKapoor. It’s a huge loss to…

ଋଷି କପୁରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର : ଋଷି କପୁରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକପ୍ରକାଶ କରିଛନ୍ତି । ଏ ନେଇ ଟ୍ୱିଟରରେ ସେ ଲେଖିଛନ୍ତି ଯେ, ‘ଋଷି କପୁରଙ୍କ ବିୟୋଗରେ ମୁଁ ସ୍ତବ୍ଧ । ସେ ବହୁ ପ୍ରତିଭାର ଅଧିକାରୀ ଥିଲେ । ମୁଁ ତାଙ୍କ ସହ ସୋସିଆଲ ମିଡିଆରେ ଜଡିତ ଥିଲେ । ଏଭଳି ଦୁଃଖଦ ସମୟରେ ଭଗବାନ…