Latest Odisha News

BREAKING NEWS

୭୫ ଟଙ୍କିଆ କଏନ ଜାରି କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଖାଦ୍ୟ ଓ କୃଷି ସଂଗଠନର ୭୫ ବର୍ଷ ପୂର୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ଟଙ୍କିଆ କଏନ ଜାରି କରିଛନ୍ତି । ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମକୁ ଦିଆଯାଇଛି । ଏଥିପାଇଁ ଏହି ସ୍ମୃତି କଏନ ଜାରି କରାଯାଇଛି ।

ସାଧାରଣ ଜନତା ଏହାକୁ ନିର୍ଦ୍ଧାରିତ ମୂଲ୍ୟରେ ରିଜର୍ଭ ବ୍ୟାଙ୍କରୁ କ୍ରୟ କରିପାରିବେ । ଏହାକୁ ସ୍ମାରକୀ ଭାବେ ରଖିବା ଉଚିତ ବୋଲି ସେ କହିଛନ୍ତି । ପୂର୍ବରୁ ସ୍ୱଚ୍ଛ ଭାରତ ଦିବସ ୨୦୧୯ରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ୧୫୦ ଟଙ୍କିଆ କଏନ ଜାରି କରାଯାଇଥିଲା ।

Leave A Reply

Your email address will not be published.