ଭୁବନେଶ୍ୱର: ୭୫ ବର୍ଷ ବୟସରେ ପାଦଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ନବୀନଙ୍କୁ ଜନ୍ମ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟ୍ୱିଟ କରି ମୋଦି ନବୀନଙ୍କ ଦୀର୍ଘ ଜୀବନ କାମନା କରିବା ସହ ଓଡ଼ିଶା ବାସୀଙ୍କ ସେବା କରିଚାଲନ୍ତୁ ବୋଲି କହିଛନ୍ତି।
କୋଭିଡ ସଙ୍କଟକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏଥର ଜନ୍ମଦିନ ପାଳିନାହାନ୍ତି। ଅନ୍ୟପଟେ କୋଭିଡ ମୃତକଙ୍କ ପରିବାରକୁ ସହଯୋଗ ସହ ରକ୍ତଦାନ ଶିବିରି କାର୍ଯ୍ୟରେ ସାମିଲ ହେଲେ ତାହା ବଡ ଶୁୂଭେଚ୍ଛା ହେବ ବୋଲି ମୁଖ୍ୟମନ୍ତ୍ରୀ ବାର୍ତ୍ତାରେ କହିଛନ୍ତି।
Comments are closed.