Latest Odisha News

BREAKING NEWS

କୋଭିଡ-୧୯ ଫ୍ରଣ୍ଟଲାଇନ୍‌ କର୍ମଚାରୀଙ୍କ ଲାଗି ‘କଷ୍ଟୋମାଇଜଡ୍ କ୍ରାସ୍ କୋର୍ସ’ ଆରମ୍ଭ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘କୋଭିଡ-୧୯ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ କଷ୍ଟୋମାଇଜଡ୍ କ୍ରାସ୍ କୋର୍ସ’ ଆରମ୍ଭ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋଭିଡ-୧୯ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ କଷ୍ଟୋମାଇଜଡ୍ କ୍ରାସ୍ କୋର୍ସ’ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଆରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମେ ଦେଶରେ ୧ ଲକ୍ଷ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରୁଛୁ।

ଏହି ଉନ୍ମୋଚନ ସହିତ ଏହା ୨୬ ଟି ରାଜ୍ୟରେ ଥିବା ୧୧୧ ଟି ତାଲିମ କେନ୍ଦ୍ରରେ କାର୍ଯ୍ୟକ୍ରମ ଆରମ୍ଭ କରିବ।

Leave A Reply

Your email address will not be published.