Latest Odisha News

‘ତାରକ ମେହେଟା’ର ନଟୁ କାକାଙ୍କ ମୃତ୍ୟୁ ପରେ ତାଙ୍କ ସହ ଜଡିତ ସ୍ମୃତିକୁ ଟ୍ୱିଟ କରି ସେୟାର କଲେ ମୋଦୀ

ଦିଲ୍ଲୀ : କିଛି ଦିନ ତଳେ ପପୁଲାର ସୋ ‘ତାରକ ମେହେଟା ଉଲଟା ଚଶମା’ ରେ ଅଭିନୟ କରୁଥିବା ଅଭିନେତା ଘନଶ୍ୟାମ ନାୟକ ଓରଫ ନଟୁ କାକାଙ୍କ ଦେହାନ୍ତ ହୋଇଯାଇଛି । ଏନେଇ ଟିଟ୍ୱି କରି ନଟୁ କାକାଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଓ ନଟୁଙ୍କ ସହ ଜଡିତ କିଛି ସ୍ମୃତିକୁ ମୋଦି ତାଙ୍କ ଟ୍ୱିଟରରେ ସେୟାର କରିଛନ୍ତି । ଘନ ଶ୍ୟାମଙ୍କୁ ଜଣେ ଦୟାଳୁ ଓ ଦକ୍ଷ ଅଭିନେତା ବୋଲି ମୋଦି ପ୍ରଂଶସା କରିଛନ୍ତି।ମୃତ୍ୟୁ ବେଳକୁ ଘନଶ୍ୟାମଙ୍କୁ ୭୭ ବର୍ଷ ହୋଇଥିଲା । ତାଙ୍କ ଦେହାନ୍ତରେ ବଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.