Latest Odisha News

BREAKING NEWS

ପ୍ରଭୁ ବୁଦ୍ଧଙ୍କ ବାଣୀକୁ ପ୍ରଧାନମନ୍ତ୍ରୀ ମନେ ପକାଇଲେ

ଆଷାଢ଼  ପୂର୍ଣ୍ଣିମା ଅବସରରେ ପ୍ରଭୁ ବୁଦ୍ଧଙ୍କ ଉତ୍ତମ ଶିକ୍ଷାକୁ ପ୍ରଧାନମନ୍ତ୍ରୀ ମନେ ପକାଇ ଦେଶବାଶୀଙ୍କୁ ଶୁଭେଚ୍ଛା ବାର୍ତା ପ୍ରଦାନ କରିଛନ୍ତି । ଆଷାଢ଼ ପୂର୍ଣ୍ଣିମା  ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ  ଭଗବାନ ବୁଦ୍ଧଙ୍କ ବାଣୀ, ଉତ୍ତମ ଶିକ୍ଷାକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି;

“ଆଷାଢ଼ ପୂର୍ଣ୍ଣିମାଙ୍କ  ଅବସରରେ ଶୁଭେଚ୍ଛା। ଆମେ ଭଗବାନ ବୁଦ୍ଧଙ୍କ ଉତ୍ତମ ଶିକ୍ଷାକୁ ମନେ ପକାଉଛୁ ଏବଂ ଏକ ନ୍ୟାୟପୂର୍ଣ୍ଣ ଏବଂ କରୁଣାମୟ ସମାଜର ତାଙ୍କର ଜ୍ଞାନପ୍ରାପ୍ତ ଦର୍ଶନକୁ ହୃଦୟଙ୍ଗମ କରିବାକୁ ଆମର ପ୍ରତିବଦ୍ଧତାକୁ ଦୋହରାଇଛୁ।”

Leave A Reply

Your email address will not be published.