ଦେବଗଡ: ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଏଏସଆଇ ପରମାନନ୍ଦ ନାଏକ ନିଲମ୍ବିତ ହୋଇଛନ୍ତି । ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ସେ ନିଲମ୍ବିତ ହୋଇଛନ୍ତି । ‘ମୋ ସରକାର’ ପକ୍ଷରୁ ଫୋନରେ ଯୋଗାଯୋଗ କରାଯିବା ପରେ ଲାଞ୍ଚ ମାଗିଥିବା ଜଣାପଡିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦେବଗଡ ଏସପି ମନୋଜ କୁମାର ମହନ୍ତ ନିଲମ୍ବିତ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ।
BREAKING NEWS
- NEET-UG ପେପର୍ ଲିକ୍ ମାମଲାରେ ଛାତ୍ର ଗିରଫ, ୧୦ ଲକ୍ଷ ଟଙ୍କା ଦେଇଥିଲା: ସୂତ୍ର
- ହନ୍ତାଭାଇରସ୍ ନୂଆ ନୁହେଁ; ଏହି ଦେଶରେ ପୂର୍ବରୁ ସାମ୍ନାକୁ ଆସିଛି ଅନେକ ମାମଲା, କେତେ ବିପଦପୂର୍ଣ୍ଣ ଜାଣନ୍ତୁ..
- ହମଜା ପରେ ଭଗବାନ ଶିବଙ୍କ ଭୂମିକା କରିବେ ରଣବୀର
- ଭାରତର ‘ରକେଟ୍ ମହିଳା’ ନନ୍ଦିନୀ ହରିନାଥ କିଏ, ଯାହାଙ୍କ ଶାଢ଼ୀ ସ୍ମିଥସୋନିୟନ୍ ସଂଗ୍ରହାଳୟରେ ପ୍ରଦର୍ଶିତ ହୋଇଛି?
- ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ, ଜାଣନ୍ତୁ କେଉଁ ସବୁ ଦେଶକୁ ଯିବେ..
- ସିବିଆଇ ହାତରେ ନିଟ୍ ପେପର୍ ଲିକ୍! ୭ରୁ ୧୦ ଦିନ ଭିତରେ ହେବ ପୁନଃ ପରୀକ୍ଷା
- NEET UG 2026 ପରୀକ୍ଷା ବାତିଲକୁ ନେଇ ପ୍ରତିକ୍ରିୟା ରଖିଲେ ବିରୋଧୀ ଦଳ ନେତା
- ଚର୍ଚ୍ଚାରେ ଜିମ୍ବାୱେର ଏକ ଘରୋଇ କ୍ରିକେଟ ମ୍ୟାଚ: ୮୨୨ ରନ, ତ୍ରିଶତକ, ଅତିରିକ୍ତରେ ୧୦୦ ରନ
- NEET-UG ୨୦୨୬ ପରୀକ୍ଷା ବାତିଲ ପ୍ରସଙ୍ଗ; ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନକୁ ଏଡ଼ାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ବର୍ଷିଲା କଂଗ୍ରେସ
- ଅପରେସନ ସିନ୍ଦୁର ସମୟରେ ପାକିସ୍ତାନକୁ ସମର୍ଥନ କରିଥିବାରୁ ଚୀନକୁ ଭାରତର କଡ଼ା ବାର୍ତ୍ତା…
Comments are closed.