Latest Odisha News

BREAKING NEWS

Browsing Tag

Suspended

ନୂଆବର୍ଷରୁ ୩ ଦିନ ହେଲା ପ୍ରଭୁ ଲିଙ୍ଗରାଜ ଉପାସରେ, ସମାଧାନ ବାଟ ଫିଟୁନି

ଭୁବନେଶ୍ୱର : ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ । ନୂଆବର୍ଷରୁ ଲାଗିରହିଛି ବିବାଦ । ଲଗାତାର ତିନି ଦିନ ହେଲା ଅଚଳାବସ୍ଥା । ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ । ଭୋଗମଣ୍ଡପକୁ ଜଣେ ଅଣସେବାୟତ ପଶିଯାଇଥିଲେ । ଭୋଗ ମାରାକୁ ନେଇ ଲାଗିରହିଛି ବିବାଦ । ମାରା ଭୋଗକୁ ଅମଣିଆ କୂଅରେ ପକାଯିବା…

ମଦ ନିଶାରେ ରାସ୍ତାରେ ହାଇଡ୍ରାମା କରି ଚାକିରିରୁ ନିଲମ୍ବିତ ହେଲେ କନେଷ୍ଟବଳ

ମଧ୍ୟପ୍ରଦେଶ : ମଦ ପିଇବା କନେଷ୍ଟବଳଙ୍କୁ ପଡ଼ିଲା ମହଙ୍ଗା  । ମଦ ପିଇ ନିଜର ହିତାହତ ଜ୍ଞାନ ଭୁଲିଗଲେ ଏହି ପୋଲିସ କର୍ମଚାରୀ । ରାସ୍ତା ମଝିରେ ସାର୍ଟ ପ୍ୟାଣ୍ଟ ଖୋଲି ଲୋକଙ୍କ ଉପରକୁ ଫୋପାଡ଼ିଲେ । ଏହି ଘଟଣାର ଭିଡିଓ ହେଲା ଭାଇରାଲ୍ । ମଧ୍ୟପ୍ରଦେଶ ହାରଦା ଜିଲ୍ଲା ଥାନାରେ କାମ କରୁଥିବା…

କୋଟିପତି ମହିଳା କିରାଣୀ ନିଲମ୍ବିତ

ନବରଙ୍ଗପୁର: ସାଧାରଣ ଜନତାଙ୍କଠାରୁ ରାଜସ୍ୱ ଭାବେ ସରକାର ଆଦାୟ କରୁଛନ୍ତି କୋଟିକୋଟି ଟଙ୍କା । ସେହି ରାଜସ୍ୱ ଟଙ୍କାକୁ ହରିଲୁଟ୍ କରି ମାଲାମାଲ୍ ହେଉଛନ୍ତି କିଛି ଅସାଧୁ ସରକାରୀ କର୍ମଚାରୀ । ନବରଙ୍ଗପୁର ଜିଲ୍ଲାରୁ ଆସିଥିବା ଏଭଳି ଅଭିଯୋଗ ସାରା ଓଡିଶାରେ ଚହଳ ସୃଷ୍ଟି କରିଛି । ଡାବୁଗାଁ…

ପୂର୍ବତନ ତହସିଲଦାର ଆଲୋକ ଅନୁଗୁଳିଆ ନିଲମ୍ବିତ !

ମାଲକାନଗିରି: ନିଲମ୍ବିତ ହେଲେ ପୂର୍ବତନ ତହସିଲଦାର ବାବୁ । ଆଉ ତା ପୁଣି ଜମି ଦୁର୍ନୀତି ମାମଲାରେ । କିଛି ଏପରି ଖବରକୁ ନେଇ ଚର୍ଚ୍ଚାକୁ ଆସିଛି ମାଲକାନଗିରି ଜିଲ୍ଲା । କାଲିମେଳାର ପୂର୍ବତନ ତହସିଲଦାର ଆଲୋକ କୁମାର ଅନୁଗୁଳିଆ କିଛି ମାସ ପୂର୍ବରୁ ତହସିଲ କାର୍ଯ୍ୟାଳୟରେ ବ୍ୟାପକ ଜମି…

ସପ୍ତାହନ୍ତ ସଟଡାଉନରେ ବନ୍ଦ ରହିବ ‘ମୋ ବସ୍’, ରେଲୱେ ଓ ବିମାନବନ୍ଦରରୁ ମିଳିବ ସେବା

ଭୁବନେଶ୍ୱର: ଆସନ୍ତାକାଲି ଶନିବାର ଓ ରବିବାର ୨ ଦିନ ଲାଗି ରାଜ୍ୟ ସରକାର ସପ୍ତାହନ୍ତ ସଟଡାଉନ୍ ଲାଗୁ କରିଛନ୍ତି । ଫଳରେ ଆଜି ରାତିରୁ ନାଇଟ୍ କର୍ଫ୍ୟୁ ସହ କଟକଣା ସୋମବାର ସକାଳ ଯାଏ ବଳବତ୍ତର ରହିବ । ଏହି ସମୟରେ ‘ମୋ ବସ୍’ ସେବା ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି କ୍ରୁଟ୍ କର୍ତ୍ତୃପକ୍ଷ ।…

ବିନା ଅନୁମତିରେ ମନ୍ତ୍ରୀଙ୍କ ଘରକୁ ଯାଇ ଟିକା ଦେଇ ସ୍ୱାସ୍ଥ୍ୟକର୍ମୀ ନିଲମ୍ୱିତ

ବେଙ୍ଗାଲୁରୁ: ମନ୍ତ୍ରୀଙ୍କ ଘରକୁ ଯାଇ ଟିକା ଦେଇ ଜଣେ ସ୍ବାସ୍ଥ୍ୟକର୍ମୀ ନିଲମ୍ବିତ ହୋଇଛନ୍ତି । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।  କୋଭିଡ୍-୧୯ ଟିକାକରଣ ନିୟମର ଉଲଙ୍ଘନ କରିବା ସ୍ବାସ୍ଥ୍ୟକର୍ମୀଙ୍କୁ ମହଙ୍ଗା ପଡିଛି । କର୍ଣ୍ଣାଟକର ଏଥିପାଇଁ ସ୍ବାସ୍ଥ୍ୟକର୍ମୀଙ୍କୁ ଚାକିରୀରୁ…

ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ

ଦେବଗଡ: ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଏଏସଆଇ ପରମାନନ୍ଦ ନାଏକ ନିଲମ୍ବିତ ହୋଇଛନ୍ତି । ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ସେ ନିଲମ୍ବିତ ହୋଇଛନ୍ତି । ‘ମୋ ସରକାର’ ପକ୍ଷରୁ ଫୋନରେ ଯୋଗାଯୋଗ କରାଯିବା ପରେ ଲାଞ୍ଚ ମାଗିଥିବା ଜଣାପଡିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।…

ଝରିଗାଁ ଓ ଚିତ୍ରକୋଣ୍ଡା ବିଡ଼ିଓ ନିଲମ୍ବିତ

ନବରଙ୍ଗପୁର/ମାଲକାନଗିରି: ସ୍ୱଚ୍ଛ ଭାରତ ମିଶନ ପାଇଖାନା ଟଙ୍କା ହଡ଼ପ ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୂର ସିଂ । ପାଇଖାନା ନିର୍ମାଣରେ ଦୁର୍ନୀତି ଅଭିଯୋଗ ଦୁଇ ଶହରୁ ଅଧିକ ହିତାଧିକାରୀ ଝରିଗାଁ ଥାନାରେ ଏତଲା ଦେଇଥିଲେ। ଏହାର…

ଦାଢି ଗଲା ଚାକିରୀ ଫେରିଲା !

ଉତ୍ତରପ୍ରଦେଶ: ଏଇ କିଛିଦିନ ପୂର୍ବରୁ ଦାଢି ପାଇଁ ନିଲମ୍ବିତ ହୋଇଥିଲେ ଜଣେ ପୋଲିସ ବାବୁ । ଖବକକୁ ନେଇ ଜୋର ଧରିଥିଲା ଚର୍ଚ୍ଚା । ଏପରିକି ପୋଲିସ ବାବୁ ମୁସଲମାନ ହୋଇଥିବାରୁ ଘଟଣାରେ ସାମ୍ପ୍ରଦାୟୀକ ରଙ୍ଗ ବି ବୋଳା ହୋଇଥିଲା । ହେଲେ ଶେଷରେ ଦାଢି କାଟି ପୋଲିସ ବାବୁ ପୁଣିଥରେ ଚାକିରୀରେ ଯୋଗ…

ପୋଲିସ ଅଫିସରଙ୍କୁ ନିଲମ୍ବିତ କଲା ଦାଢି !

ଉତ୍ତରପ୍ରଦେଶ: ଆଜିକାଲି ଦାଢି ରଖିବା ଫ୍ୟାସନ ପାଲଟିଛି । ଚାକିରିଆ ହୁଅନ୍ତୁ ଅବା କଲେଜ ପଢୁଆ ଯୁବକ । ଟ୍ରେଣ୍ଡ ସେଟର୍ ପାଲଟିଛି ଭଳିକିଭଳି ବିଅର୍ଡ ଷ୍ଟାଇଲ୍ । ହେଲେ ଦାଢି ରଖିବା କିନ୍ତୁ ଜଣେ ପୋଲିସ ଅଫିସରଙ୍କୁ ମହଙ୍ଗା ପଡିଛି । ଏପରିକି ଚାକିରୀରୁ ନିଲମ୍ବିତ ମଧ୍ୟ ହେବାକୁ ପଡିଛି ।…